କି ଅବସ୍ଥାରେ ବାବା! କିସ୍‌ କରି ଜିଭ ଛିଣ୍ଡାଇ ଦେଲେ ଯୁବତୀ, ଚଢ଼େଇ ଆସି ନେଇଗଲା କଟା ଜିଭ

ଲୋକଙ୍କ ଭିତରେ ଝଗଡ଼ା ହେବା ଏକ ସାଧାରଣ କଥା। କିନ୍ତୁ ଝଗଡ଼ା ପରେ ବୋଧେ କେହି କାହାକୁ କିସ୍‌ କରିବାର କେବେ କେହି ଶୁଣିନଥିବେ। ମାତ୍ର ଏଭଳି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଘଟିଛି ସ୍କର୍ଟଲ୍ୟାଣ୍ଡରେ। ସ୍କର୍ଟଲ୍ୟାଣ୍ଡର ରାଜଧାନୀ ଏଡିନ୍‌ବର୍ଗରେ ଝଗଡ଼ା ପରେ ଜଣେ ମହିଳା ଯୁବକଙ୍କୁ କିସ୍‌…

ଶିବଙ୍କ ଭକ୍ତିରେ ଲୀନ ହେଲେ କଏଦୀ, ତିଆରି କଲେ କୋଟିଏ ଶିବ ଲିଙ୍ଗ

ମଧ୍ୟପ୍ରଦେଶର ଗ୍ଵାଲିୟରରେ ଭକ୍ତିର ଏକ ନିଆରା ରଙ୍ଗ ଦେଖିବାକୁ ମିଳିଛି। ଗ୍ଵାଲିୟର ସ୍ଥିତ କେନ୍ଦ୍ରୀୟ ଜେଲରେ ଏକ ସେଭଳି ବାତାବରଣ ସୃଷ୍ଟି କରାଯାଇଛି। ଜେଲରେ ଅପରାଧ ଦୁନିଆ ସହ ଜଡ଼ିତ ଲୋକମାନେ ଭଗବାନଙ୍କ ଭକ୍ତିରେ ବୁଡ଼ି ଯାଇଛନ୍ତି। ୧୫ ଫେବ୍ରୁଆରୀରେ କଏଦୀଙ୍କ ପାଇଁ ଗ୍ଵାଲିୟର ସେଣ୍ଟ୍ରାଲ…

UPSC Civil Service Exam: ବୟସ ପାର କରିଯାଇଥିବା ପ୍ରାର୍ଥୀଙ୍କୁ ଶେଷ ସୁଯୋଗ ଦେବାକୁ ମନା କଲେ ସୁପ୍ରିମ୍‌କୋର୍ଟ

ୟୁପିଏସ୍‌ସି ସିଭିଲ ସର୍ଭିସେଜ୍‌ ପ୍ରିଲିମ୍ସ ୨୦୨୧ର ଏକ୍ସଟ୍ରା ଆଟେମ୍‌ଟ ମାମଲାରେ ସୁପ୍ରିମ୍‌କୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ବୟସସୀମା ପାର କରିଯାଇଥିବା ପ୍ରାର୍ଥୀଙ୍କୁ କୌଣସି ରିଲାକ୍ସେସନ୍‌ ମିଳିବ ନାହିଁ। ଏସବୁ ପ୍ରାର୍ଥୀଙ୍କୁ ସୁପ୍ରିମ୍‌କୋର୍ଟ ଆଉ ସୁଯୋଗ…

ଖଣ୍ଡଗିରି ମେଳାରେ ହାତ ନଥିବା ଜଗନ୍ନାଥକୁ ଆପଣ ଦେଖିଛନ୍ତି କି? ଜାଣନ୍ତୁ ତାଙ୍କ ସଂଘର୍ଷପୂର୍ଣ୍ଣ ଜୀବନ ବିଷୟରେ

ଭୁବନେଶ୍ୱର ଖଣ୍ଡଗିରି ପାହାଡ଼ ତଳେ ଏବେ ସାଧୁସନ୍ଥଙ୍କ ଭିଡ଼। ମାଘ ସପ୍ତମୀରୁ ଏଠାରେ ଚାଲିଛି କୁମ୍ଭ ମେଳା। ପିଲାରୁ ବୟସ୍କ ସମସ୍ତେ ଛୁଟି ଆସୁଛନ୍ତି ଏହି ସାଧୁବାବା ମାନଙ୍କର ଆଶୀର୍ବାଦ ନେବା ପାଇଁ। ତେବେ ପାହାଡ଼ର ପାହାଚ ଉପରକୁ ଉଠିଗଲେ ଆପଣଙ୍କ ନଜରରେ ପଡ଼ିବ ଜଣେ ଦିବ୍ୟାଙ୍ଗଙ୍କ ଉପରେ।…

ନୂଆ ମୋଟରଯାନ ଆଇନ୍‌କୁ ମଞ୍ଜୁରୀ, ୧୦ ଗୁଣ ଯାଏଁ ବଢ଼ିଲା ଜରିମାନା

ହିମାଚଳ ପ୍ରଦେଶ କ୍ୟାବିନେଟ୍‌ କେନ୍ଦ୍ର ସରକାରଙ୍କ ସଂଶୋଧିତ ମୋଟରଯାନ ଆଇନ-୨୦୧୯କୁ ମଞ୍ଜୁରୀ ଦେଇଛନ୍ତି। ହିମାଚଳ ପ୍ରଦେଶରେ ଏବେ ନାବାଳକ ମୋଟରଯାନ ନିୟମ ଉଲ୍ଲଂଘନ କଲେ ଅଭିଭାବକ କିମ୍ବା ଗାଡ଼ି ମାଲିକକୁ ଦୋଷୀ ଭାବେ ଧରାଯିବ ଓ ତାଙ୍କ ୨୫,୦୦୦ ଟଙ୍କା ଜରିମାନା ସହ ତିନି ବର୍ଷ ଜେଲ ହେବ।…

ଆଜିଠୁ ବନ୍ଦ ହେଉଛି Googleର ଏହି ଲୋକପ୍ରିୟ ଆପ୍‌, ତୁରନ୍ତ କରି ନିଅନ୍ତୁ ଡାଟା ବ୍ୟାକ୍‌ ଅପ୍‌

ଆଜିଠୁ ବନ୍ଦ ହେଉଛି ଲୋକପ୍ରିୟ ଆପ୍‌ ଗୁଗଲ ପ୍ଲେ ମ୍ୟୁଜିକ୍‌। ଏବେ ଆଉ କେହି ବି ଏହି ଆପ୍‌ ବ୍ୟବହାର କରିପାରିବେ ନାହିଁ। ଗୁଗଲ ନିଜ ସମସ୍ତ ୟୁଜରଙ୍କୁ ଏନେଇ ଆଗୁଆ ସୂଚନା ଦେଇଥିଲା। ଗୁଗଲ କହିଥିଲା ଯେ ୨୪ ଫେବ୍ରୁଆରୀ ପରେ କେହି ବି ଏହି ଆପ୍‌ ବ୍ୟବହାର କରିପାରିବେ ନାହିଁ। ଗୁଗୁଲ ନିଜ ମୁଖ୍ୟ…

ପୁଣି ଟଳିଲା ସବ୍‌ନମ୍‌ଙ୍କ ଫାଶୀ, ରାଜ୍ୟପାଳଙ୍କ ନିକଟରେ କ୍ଷମା ପିଟିସନ୍‌ ଯୋଗୁ ଅଟକିଲା ଶୁଣାଣି

ପୁଣିଥରେ ଟଳିଲା ଅମରୋହା ବାବଦଖେଡି ହତ୍ୟାକାଣ୍ଡର ଦୋଷୀ ସବ୍‌ନମ୍‌ଙ୍କ ଫାଶୀ। ସବ୍‌ନମ୍‌ଙ୍କୁ କେବେ ଫାଶୀ ହେବ ଆଜି ତା’ର ନିଷ୍ପତ୍ତି ହୋଇପାରିନାହିଁ। ସବ୍‌ନମ୍‌ଙ୍କୁ ଫାଶୀ ଦେବାକୁ ମଥୁରା ଜେଲରେ ସମସ୍ତ ପ୍ରସ୍ତୁତି ସରିଥିଲେ ମଧ୍ୟ ଡେଥ୍‌ ଓ୍ଵାରେଣ୍ଟ ଜାରି ହୋଇନଥିବାରୁ ତାଙ୍କୁ ଫାଶୀ…

ସାମ୍ନାକୁ ଆସିଲା କପିଲ ଶର୍ମା ହ୍ଵିଲ ଚେୟାରରେ ଯିବାର କାରଣ, ଜାଣନ୍ତୁ କ’ଣ ହୋଇଛି କମେଡି କିଙ୍ଗ୍‌ଙ୍କର

ନିକଟରେ କପିଲ ଶର୍ମାଙ୍କୁ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା। ସେତେବେଳେ ସେ ହ୍ଵିଲ ଚେୟାରରେ ବସିଥିଲେ। କପିଲଙ୍କୁ ହ୍ଵିଲ ଚେୟାରରେ ଦେଖି ଫଟୋଗ୍ରାଫର ତାଙ୍କ ଫଟୋ ଉଠାଇବାରୁ କପିଲ ପ୍ରବଳ ରାଗିଯାଇଥିଲେ ଓ ସେମାନଙ୍କୁ ଗାଳି କରିବାକୁ ଲାଗିଥିଲେ। କପିଲ ଫଟୋଗ୍ରାଫରଙ୍କୁ ‘ଉଲ୍ଲୁ କେ ପଠେ’…

ମୋଦି ସରକାର ଲଞ୍ଚ୍‌ କରିବେ ‘ସତ୍ୟଜିତ୍‌ ରାୟ ଆଓ୍ଵାର୍ଡ’, ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଆକୃଷ୍ଟ କରିବାକୁ ବିଜେପିର…

ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ପାର୍ଟିର ର‍୍ୟାଲି ଜୋରସୋରରେ ଆରମ୍ଭ ହୋଇଛି। ଇତି ମଧ୍ୟରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ମଧ୍ୟ ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି। ସେଠାରେ ସେ ବଙ୍ଗାଳୀ ସିନେମାର ବରିଷ୍ଠ କଳାକାର ପାଓଲୀ ଦାମ, ଋତୁପର୍ଣ୍ଣା…

ଭାରତକୁ ସୁସ୍ଥ ରଖିବା ପାଇଁ ୪ଟି ଫର୍ମୁଲା ଉପରେ କାମ କରୁଛନ୍ତି ସରକାର, ପ୍ରଧାନମନ୍ତ୍ରୀ ମୋଦି କହିଲେ ପୂରା ପ୍ଲାନ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ୱେବିନାରକୁ ସମ୍ବୋଧିତ କରି ହେଲ୍‌ଥ ସେକ୍ଟରକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ଏ ଅବସରରେ ସେ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ୁଥିବା ନେଇ ମଧ୍ୟ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଭାରତର ଲୋକଙ୍କୁ ସୁସ୍ଥ ରଖିବା ପାଇଁ ୪ଟି…

ସ୍ତ୍ରୀଙ୍କ ସହ ଜବରଦସ୍ତି ରଖିଲେ ଶାରୀରିକ ସମ୍ପର୍କ, ତା’ପରେ ପ୍ରାଇଭେର୍ଟ ପାର୍ଟରେ ଲୁହା ରଡ୍‌ ପୂରାଇଲେ ସ୍ୱାମୀ

ଥମିବାର ନାଁ ଧରୁନି ମହିଳାଙ୍କ ଉପରେ ପାଶବିକ ଅତ୍ୟାଚାର। ଉତ୍ତର ପ୍ରଦେଶର କୌଶାମ୍ବୀରେ ମହିଳାଙ୍କ ଉପରେ ନିର୍ଯାତନାର ଏକ ଛାତି ଥରା ଘଟଣା ସାମ୍ନାକୁ ଆସିଛି। ଏଠାରେ ମହିଳା ଜଣକ ନିଜ ସ୍ୱାମୀଙ୍କ ଉପରେ ଜୋର ଜବରଦସ୍ତି ଶାରୀରିକ ସମ୍ପର୍କ ସ୍ଥାପନ ଓ ପ୍ରାଇଭେଟ୍‌ ପାର୍ଟରେ ଲୁହାର ରଡ୍‌ ପୂରାଇ…

ଟ୍ରଫି ନେଇ ଘରେ ପହଞ୍ଚିବା ପରେ ଦେଖନ୍ତୁ ରୁବିନା ଦିଲେକ୍‌ଙ୍କୁ କେମିତି କରାଗଲା ୱେଲକମ୍‌‌, ସ୍ୱାମୀ କହିଲେ ‘ବସ୍‌…

ଟେଲିଭିଜନ୍‌ର ସବୁଠୁ ବିବାଦୀୟ ଶୋ’ ବିଗ୍‌ବସ୍‌ ୧୪ ଜିତି ରୁବିନା ଦିଲେକ୍‌ ଏବେ ଦୀର୍ଘଦିନ ପରେ ଘରକୁ ଫେରିଛନ୍ତି। ଏହି ବଡ଼ ବିଜୟ ପରେ ରୁବିନାଙ୍କୁ ଘରେ ଗ୍ରାଣ୍ଡ ୱେଲକମ୍‌‌ କରାଯାଇଛି। ଏ ଅବସରରେ ଘରକୁ ଦୀପାବଳି ଭଳି ସଜାଯାଇଛି। କେବଳ ପରିବାର ଲୋକେ ନୁହେଁ ସ୍ୱାମୀ ଅଭିନବ ଶୁକ୍ଳା ମଧ୍ୟ ଏ…