ଟ୍ରଫି ନେଇ ଘରେ ପହଞ୍ଚିବା ପରେ ଦେଖନ୍ତୁ ରୁବିନା ଦିଲେକ୍‌ଙ୍କୁ କେମିତି କରାଗଲା ୱେଲକମ୍‌‌, ସ୍ୱାମୀ କହିଲେ ‘ବସ୍‌…

ଟେଲିଭିଜନ୍‌ର ସବୁଠୁ ବିବାଦୀୟ ଶୋ’ ବିଗ୍‌ବସ୍‌ ୧୪ ଜିତି ରୁବିନା ଦିଲେକ୍‌ ଏବେ ଦୀର୍ଘଦିନ ପରେ ଘରକୁ ଫେରିଛନ୍ତି। ଏହି ବଡ଼ ବିଜୟ ପରେ ରୁବିନାଙ୍କୁ ଘରେ ଗ୍ରାଣ୍ଡ ୱେଲକମ୍‌‌ କରାଯାଇଛି। ଏ ଅବସରରେ ଘରକୁ ଦୀପାବଳି ଭଳି ସଜାଯାଇଛି। କେବଳ ପରିବାର ଲୋକେ ନୁହେଁ ସ୍ୱାମୀ ଅଭିନବ ଶୁକ୍ଳା ମଧ୍ୟ ଏ…

ବାବାଙ୍କ ଦୁଆରୁ କେବେ କେହି ଖାଲି ହାତରେ ଫେରିନି, ବାବା ମୁକ୍ତେଶ୍ୱରଙ୍କ ମହିମା ଏମିତି

ଭକ୍ତ ଯେତେବେଳେ ବି ଅସୁବିଧାରେ ପଡ଼ି ତାଙ୍କୁ ଡାକେ ସବୁବେଳେ ହଁ କହନ୍ତି ସେ। ଏମିତି ଭକ୍ତ ମନ ବୁଝୁଥିବା ଠାକୁର ସିଏ। କେହି କେବେ ବି ତାଙ୍କ ଦୁଆରୁ ଖାଲି ହାତରେ ଫେରେନି। ଭକ୍ତକୁ ଦୁଃଖ ସାଗରରୁ ମୁକ୍ତି ଦେଉଥିବାରୁ ତାଙ୍କ ନାଁ ମୁକ୍ତେଶ୍ଵର। ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ସ୍ଥିତ…

ଜାଣନ୍ତୁ, ଶୁଭ କାର୍ଯ୍ୟରେ କାହିଁକି ଜଳାଯାଏ ଦୀପ

ଭାରତୀୟ ସଂସ୍କୃତିରେ ପ୍ରତ୍ୟେକ ଧାର୍ମିକ, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୀପ ପ୍ରଜ୍ୱଳନ କରିବା ପରମ୍ପରା ରହିଛି। କିନ୍ତୁ ଦୀପ ଜଳାଇବାର କାରଣ ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ। ମାନ୍ୟତା ରହିଛି ଯେ ଅଗ୍ନିଦେବଙ୍କୁ ସାକ୍ଷୀ ରଖି ଯେଉଁ କାର୍ଯ୍ୟ କରାଯାଏ ତାହା ନିଶ୍ଚୟ ସଫଳ…

ଗୁଣ୍ଡୁଚିମୂଷାକୁ ଆକ୍ରମଣ କଲା ସାପ, ପରେ ନିରୀହ ଜୀବନଟି ନେଲା ଏମିତି ପ୍ରତିଶୋଧ; ଦେଖନ୍ତୁ ଆଶ୍ଚର୍ଯ୍ୟ କରିଦେବା ଭଳି…

ସାପ ଏକ ଏଭଳି ଜୀବ, ଯିଏ ନିଜଠାରୁ ଛୋଟ ଜୀବଙ୍କୁ ଶିକାର କରିଥାଏ। କିନ୍ତୁ ଏବେ ଭାଇରାଲ ହେଉଥିବା ଏକ ଭିଡିଓରେ ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି। ଭିଡିଓରେ ଏକ ସାପ ଓ ଗୁଣ୍ଡୁଚିମୂଷା ମଧ୍ୟରେ ଘମାଘୋଟ ଲଢ଼େଇରେ ଗୁଣ୍ଡୁଚିମୂଷା ବିଜୟଲାଭ କରିଥିବା ଦେଖିବାକୁ ମିଳିଛି। ଏହି ରକ୍ତ ସଂଘର୍ଷର ରୋଚକ…

କେନ୍ଦୁଝର: ଗୋଷ୍ଠୀ ସଂଘର୍ଷର ରୂପ ନେଲା ସାମାନ୍ୟ ବଚସା, ଚାଲିଗଲା ଜଣଙ୍କ ଜୀବନ

କେନ୍ଦୁଝର: ସାମାନ୍ୟ ବଚସାରୁ ଗଲା ଜଣଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝରର କମାରଯୋଡ଼ାରେ। ଏଠାରେ ସାମାନ୍ୟ ଗାଡ଼ି ଧକ୍କା ହେବାରୁ ପ୍ରଥମେ ଡ୍ରାଇଭର-ଡ୍ରାଇଭର ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ଏହା ଉଗ୍ର ହୋଇ ଗୋଷ୍ଠୀ ସଂଘର୍ଷର ରୂପ ଧାରଣ କରିଥିଲା ଫଳରେ ଜଣଙ୍କ ମୃତ୍ୟୁ ଘଟିଛି।…

‘ଫାଶୀ ଦଉଡ଼ି’ ଉପରେ ବି ପଡ଼ିଲା ଦରଦାମ୍‌ ବୃଦ୍ଧିର ପ୍ରଭାବ, ଜେଲରେ ରଖିବାକୁ ପଡ଼ୁଛି ଏକାଧିକ ଷ୍ଟକ୍‌

ଦରଦାମ୍‌ ବୃଦ୍ଧିର ପ୍ରଭାବ କେବଳ ପେଟ୍ରୋଲ ଓ ଡିଜେଲ ଉପରେ ନୁହେଁ, ବରଂ ଫାଶୀ ଦଉଡ଼ି ଉପରେ ମଧ୍ୟ ପଡ଼ିଛି। ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଫାଶୀ ଦଉଡ଼ିର ଆଜିର ଦର ଦଶ ବର୍ଷ ତଳର ଦାମ୍‌ ତୁଳନାରେ ବହୁତ ବଢ଼ିଯାଇଛି। କପାର ଦରଦାମ୍‌ ବୃଦ୍ଧି ପାଇବାରୁ ଦଉଡ଼ିର ମୂଲ୍ୟ ବଢ଼ିଛି। ଏହା ବ୍ୟତୀତ ସୂତାର ଦର…

ଏଠି ବାଲ୍ୟ ରୂପରେ ପୂଜା ପାଉଛନ୍ତି ପ୍ରଭୁ ଜଗନ୍ନାଥ, ଅନେକ କିମ୍ବଦନ୍ତୀର ଗନ୍ତାଘର ଦଧିବାମନ ମନ୍ଦିର

ରାଜ୍ୟର ସୀମାନ୍ତ ଅଞ୍ଚଳ ବରଗଡ଼ ଜିଲ୍ଲା ଭଟଲି। ଏଇଠି ରହିଛି ବିଖ୍ୟାତ ଦଧିବାମନ ମନ୍ଦିର। କୁହାଯାଏ ଭକ୍ତର ଇଚ୍ଛା ପୂର୍ଣ୍ଣ କରିବାକୁ ଅନେକ ରୂପ ନେଇଛନ୍ତି ମହାପ୍ରଭୁ। ଏଠି ସେହି ଭକ୍ତର ଇଚ୍ଛାରେ ବାଲ୍ୟ ରୂପରେ ଆବିର୍ଭାବ ହୋଇଛନ୍ତି ପ୍ରଭୁ ଜଗନ୍ନାଥ। ଭକ୍ତ ପରମାନନ୍ଦ ସାହୁଙ୍କ ଭକ୍ତିରେ…

ମାନିବାକୁ ପଡ଼ିବ ମହିଳାଙ୍କ ବୁଦ୍ଧିକୁ, ନିଜ ଚୁଟିକୁ ସାଇତି ରଖି ତିଆରି କଲେ କୋଟ୍‌

ନିଜ ଚୁଟିରେ ନିଜ ପାଇଁ କୋଟ୍‌ ତିଆରି କଲେ ମହିଳା। ବିଶ୍ୱାସ ହେଉନଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ସତ। ରୋମାନିଆର ୬୫ ବର୍ଷୀୟା ଓର୍ତାସା ପାସକାରିୟୁ ନାମ୍ନୀ ମହିଳା ନିଜ ଚୁଟିରେ ଏକ କୋଟ୍‌ ତିଆରି କରିଛନ୍ତି। ଏଥିପାଇଁ ସେ ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଚୁଟି ସଂଗ୍ରହ କରୁଥିଲେ।…

ଜମିକୁ ଯିବାକୁ ରାସ୍ତା ବନ୍ଦ କରିଦେଲେ ପଡ଼ୋଶୀ, ଏଣୁ ହେଲିକପ୍ଟର କିଣିବାକୁ ଋଣ ଦେବାକୁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ…

ମଧ୍ୟପ୍ରଦେଶର ମନ୍ଦସୌର ଜିଲ୍ଲାରେ ଏକ ରୋଚକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ଚାଷୀ ସରକାରୀ କଳର ସାହାଯ୍ୟ ନପାଇ ବ୍ୟାଙ୍କକୁ ହେଲିକପ୍ଟର କିଣିବାକୁ ଋଣ ମାଗିଛନ୍ତି। ଏଥିପାଇଁ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମତି ଚାହିଁଛନ୍ତି। ରିପୋର୍ଟ ମୁତାବକ, ମନ୍ଦସୌର ଜିଲ୍ଲାର…

ଉଡ଼ାଣ ଭରିବାର ମାତ୍ର କିଛି ସେକେଣ୍ଡ ପରେ ସୈନ୍ୟବାହିନୀର ବିମାନ ଦୁର୍ଘଟଣାଗ୍ରସ୍ତ, ୭ ଜଣଙ୍କ ମୃତ୍ୟୁ

ନାଇଜେରିଆର ରାଜଧାନୀ ଅବୁଜାରେ ରବିବାର ସେନାର ଏକ ବିମାନ ଦୁର୍ଘଟଣାଗସ୍ତ ହୋଇଛି। ଫଳରେ ଏଥିରେ ଥିବା ୭ ଜଣଙ୍କ ଜୀବନ ଚାଲିଯାଇଛି। ରିପୋର୍ଟ ମୁତାବକ, ଅବୁଜାରେ ବାୟୁସେନା ପ୍ରବକ୍ତା ଇବିକୁନଲେ ଦାରାମୋଲା ଏହି ଦୁର୍ଘଟଣା ବିଷୟରେ ସୂଚନାଦେବା ଅବସରରେ କହିଛନ୍ତି, ନାଇଜେରିଆ ବାୟୁସେନାର ବିମାନ…

ଆଉ ଭୋଟିଂ ବେଳେ କରିପାରିବେନି ହେରଫେର, ଓଡ଼ିଆ ଯୁବ ଇଞ୍ଜିନିଅର ତିଆରି କଲେ ଟାମ୍ପରିଂ ପ୍ରୁଫ୍‌ ଇଭିଏମ୍

ଏବେ ଇଭିଏମ୍‌ ମେସିନରେ ଚାଲିଥିବା ଭୋଟ୍‌ ବ୍ଯବସ୍ଥାକୁ ନେଇ ବ୍ଯାପକ ତର୍କବିତର୍କ ହେବା ସହିତ ଇଭିଏମ୍‌କୁ ଟାମ୍ପରିଂ କରାଯାଉଛି ବୋଲି ବିଭିନ୍ନ ରାଜନୈତିକ ଦଳ ଅଭିଯୋଗ କରୁଛନ୍ତି। ଏଭଳି ସ୍ଥିତିରେ ରେଙ୍ଗାଲି ରମ୍ପେଲାର ଆଶିଷ ମାହାନା ନାମକ ଜଣେ ଯୁବ ଇଞ୍ଜିନିୟର ଟାମ୍ପରିଂ ପ୍ରୁଫ୍‌ ଭୋଟିଂ…

ପେଟ୍ରୋଲ ଦାମ୍‌ ବଢ଼ିବା ପରେ ତେଲ ପକାଇବାକୁ ଯାଇଥିବା ବ୍ୟକ୍ତି କଲେ କିଛି ଏମିତି, ଦେଖିଲେ ଆପଣ ବି ହସି ହସି ଗଡ଼ିବେ;…

ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦରକୁ ନେଇ ଏବେ ସମସ୍ତେ ଚିନ୍ତିତ। ହୁ ହୁ ହୋଇ ପେଟ୍ରୋଲ ଡିଜେଲ ଦର ବଢ଼ୁଥିବାରୁ ଲୋକମାନେ ଏବେ ଗାଡ଼ି ଛାଡ଼ି ସାଇକେଲ ଧରିବାକୁ ଆଗଭର ହେଉଛନ୍ତି। ଏହାକୁ ନେଇ କିଛି ଲୋକ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ମିମ୍‌ସ ସେୟାର କରୁଛନ୍ତି, ଯାହାକୁ ସମସ୍ତେ ବେଶ୍‌…