ପଦ୍ମପୁରରେ ବଢୁଛି ପ୍ରଚାର ତାତି, ଦିନ ରାତି ଏକ କରି ହାଇଭୋଲଟେଜ୍ କ୍ୟାମ୍ପେନ ଚଳାଇଛନ୍ତି ୩ ଦଳର ପ୍ରାର୍ଥୀ
ପଦ୍ମପୁର(କେନ୍ୟୁଜ): ପାଖଉଛି ତାରିଖ, ବଢୁଛି ନିର୍ବାଚନୀ ଉଷ୍ଣତା। ପଦ୍ମପୁରରେ ବଢୁଛି ପ୍ରଚାର ତାତି। ଦିନ ରାତି ଏକ କରି ହାଇଭୋଲଟେଜ୍ କ୍ୟାମ୍ପେନ ଚଳାଇଛନ୍ତି ୩ ଦଳର ପ୍ରାର୍ଥୀ। ଦଳୀୟ ନେତା ଓ କର୍ମୀଙ୍କ ଗହଣରେ ବିଭିନ୍ନ ପଞ୍ଚାୟତରେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ଜୋରଦାର…