ଖୁସି ଖବର! ଭୁବନେଶ୍ୱରରେ କମିଲା ପେଟ୍ରୋଲ ଓ ଡିଜେଲ, ଜାଣନ୍ତୁ ଲିଟର ପିଛା ଆଜି କେତେ ଅଛି ଦାମ୍

କମିଲା ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା କାଲି ତୁଳନାରେ ୮ ପଇସା କମି ୧୦୩ ଟଙ୍କା ୧୧ ପଇସା ହୋଇଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୮ ପଇସା କମି ୯୪ ଟଙ୍କା ୬୮ ପଇସା ହୋଇଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା…

ସିମେଣ୍ଟ କାମକୁ ନେଇ ଝାରପଡ଼ା ଅଞ୍ଚଳରେ ବୋମାମାଡ଼, ଅଭିଯୁକ୍ତ ଫେରାର

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ଝାରପଡ଼ା ଅଞ୍ଚଳରେ ବୋମାମାଡ଼ । ଝାରପଡ଼ାର ଏକ ବସ୍ତିରେ ୨ ପରିବାରର ଗଣ୍ଡଗୋଳକୁ ନେଇ ଏହି ବୋମାମାଡ଼ ହୋଇଛି । ସିମେଣ୍ଟ କାମକୁ ନେଇ ୨ ପରିବାରର ଗଣ୍ଡଗୋଳ ହୋଇଥିଲା। ଖବର ପାଇ ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବୋମାମାଡ଼…

କିଟ୍‌କୁ ଫିକି ଇଣ୍ଡିଆ କ୍ରୀଡ଼ା ପୁରସ୍କାର ପାଇଁ ମନୋନୀତ କରିଛି ଫିକି, ୨୬ରେ କରାଯିବ ସମ୍ମାନିତ

ଭୁବନେଶ୍ୱର (କେନ୍ୟୁଜ): ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ- ଫିକି ପକ୍ଷରୁ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ୍‌ ଟେକ୍ନୋଲୋଜି କିଟ୍‌କୁ ଚଳିତ ବର୍ଷର ଫିକି ଇଣ୍ଡିଆ କ୍ରୀଡା ପୁରସ୍କାର ପାଇଁ ମନୋନୀତ କରାଯାଇଛି। କ୍ରୀଡା କ୍ଷେତ୍ରରେ କିଟ୍‌ର ଉଲ୍ଲେଖନୀୟ ଅବଦାନକୁ ସ୍ୱତନ୍ତ୍ର…

ଅର୍ଚ୍ଚନା ନାଗଙ୍କୁ ରିମାଣ୍ଡରେ ଆଣିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଅକ୍ଷୟ ପରିଜାଙ୍କ ସହ ହେବ ମୁହାଁମୁହିଁ ଜେରା

ଭୁବନେଶ୍ୱର (କେନ୍ୟୁଜ): ଅର୍ଚ୍ଚନା ନାଗ ମନି ଲଣ୍ଡରିଂ ମାମଲାରେ ବଡ଼ ମୁଣ୍ଡଙ୍କ ଲିଙ୍କ ନେଇ ଖୋଳତାଡ କରୁଛି ଇଡି। ଦୁଇ ଦିନ ହେବ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଜେରା ହୋଇଛି। ତାଙ୍କ ସହ ଗତକାଲି ଅର୍ଚ୍ଚନାଙ୍କ ନାଁରେ ଖଣ୍ଡଗିରି ଥାନାରେ ଏତଲା ଦେଇଥିବା ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ବି…

ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ, ଆଗତ ହେବ ୨୦୨୨-୨୩ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍‌

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ। ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍‌ ଆଗତ ହେବ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିବେ। ଅତିରିକ୍ତ ବଜେଟ୍‌ ଆକାର ପ୍ରାୟ ୧୬ରୁ ୧୭ ହଜାର କୋଟି ଭିତରେ ରହିପାରେ। ଶିକ୍ଷା,…

ପୁଅ ବାୟୁର ପ୍ରଥମ ଝଲକ୍‌ ଦେଖାଇଲେ ସୋନମ୍‌ କପୁର, ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ନିକଟରେ ମା’ ହୋଇଛନ୍ତି ଅଭିନେତ୍ରୀ ସୋନମ୍‌ କପୁର। ଅନୀଲ ତନୟା ଅଗଷ୍ଟ ମାସରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ବିବାହ ପରେ ବଡ଼ ପରଦାରୁ ଦୂରେଇ ଯାଇଥିବା ସୋନମ୍‌ ସ୍ୱାମୀଙ୍କ ସହ ଲଣ୍ଡନରେ ରହୁଥିଲେ। କିନ୍ତୁ ସନ୍ତାନ ଜନ୍ମ ପାଇଁ ସେ ମୁମ୍ବାଇ ଫେରିଥିଲେ। ଏଠାରେ ହିଁ ସେ ସନ୍ତାନ…

ବେଲୁଚିସ୍ତାନରେ ବିଦ୍ରୋହକୁ ନିଜେ ପ୍ରତିହତ କରିପାରୁନି, ଚୀନ୍‌ ଡ୍ରୋନ୍‌ ବ୍ୟବହାର କରୁଛି ପାକିସ୍ତାନ

ନୂଆଦିଲ୍ଲୀ: ବେଲୁଚିସ୍ତାନରେ ବିଦ୍ରୋହକୁ ପ୍ରତିହତ କରିବା ପାଇଁ ପାକିସ୍ତାନ ସେନା ଚୀନ ଡ୍ରୋନ (ସିଏଚ୍‌-୪ବି)କୁ ବ୍ୟବହାର କରୁଛି। ବେଲୁଚି ବିଦ୍ରୋହୀଙ୍କ ବିରୋଧରେ ଯୁଦ୍ଧବିମାନ ଓ ସଶସ୍ତ୍ର ହେଲିକପ୍ଟର ବ୍ୟବହାର କରୁଛି ପାକିସ୍ତାନ ସେନା। ଚଳିତ ମାସ ଆରମ୍ଭରେ ଏକ ବଡ଼ ଧରଣର ସାମରିକ ଆକ୍ରମଣ…

ମୁକୁଳିଲେ ରାଜୀବ ଗାନ୍ଧି ହତ୍ୟା ମାମଲାର ଦୋଷୀ ନଳିନୀ, ପ୍ରିୟଙ୍କା ଗାନ୍ଧିଙ୍କର କଲେ ଭୁରି ଭୁରି ପ୍ରଶଂସା

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଛଅ ଜଣଙ୍କ ମଧ୍ୟରୁ ନଳିନୀ ଶ୍ରୀହରନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ମୁକ୍ତ କରାଯାଇଛି। ଜେଲରୁ ମୁକୁଳିବା ପରେ ନଳିନୀ କହିଛନ୍ତି, ଏହି ହତ୍ୟା ଷଡ଼ଯନ୍ତ୍ରରେ ମୋର କୌଣସି ଭୂମିକା ନାହିଁ।…

ଜାଣନ୍ତୁ, ଆଜି ଆପଣଙ୍କ ସହରର ପେଟ୍ରୋଲ ଓ ଡିଜେଲ ଦାମ୍

ଆଜି ସ୍ଥିର ରହିଛି ପେଟ୍ରୋଲ ଦାମ୍। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୩ ଟଙ୍କା ୧୯ ପଇସା ଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୪ ଟଙ୍କା ୭୬ ପଇସା ହୋଇଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା ପରିବର୍ତ୍ତନ ହୋଇଛି। ଦିଲ୍ଲୀରେ ପେଟ୍ରୋଲ…

କେତେ ଅଛି ସୁନା ଓ ରୁପା ଦାମ୍, ଜାଣନ୍ତୁ ଆଜିର ଅପଡେଟ୍

ସ୍ଥିର ଅଛି ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୮,୨୬୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୨,୬୪୦ ଟଙ୍କା ଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି…

ଝିଅକୁ ନେଇ ଘରକୁ ଫେରିଲେ ରଣବୀର-ଆଲିଆ, ସାମ୍ନାକୁ ଆସିଲା କାର ଭିତରର ଫଟୋ

ଝିଅକୁ ନେଇ ଘରକୁ ଫେରିଛନ୍ତି ବଲିଉଡ୍‌ର ସବୁଠୁ କ୍ୟୁଟ୍‌ କପଲ ରଣବୀର କପୁର ଓ ଆଲିଆ ଭଟ୍ଟ। ନିକଟରେ ଏହି ଯୋଡ଼ି ଏକ କନ୍ୟା ସନ୍ତାନର ପିତା ମାତା ହେବା ସୌଭାଗ୍ୟ ଅର୍ଜନ କରିଛନ୍ତି। ଏଣୁ ଏବେ ଉଭୟ କପୁର ଓ ଭଟ୍ଟ ପରିବାରରେ ଖୁସିର ମାେହୋଲ୍ଲ। ସେଲିବ୍ରିଟି ମାନେ ମଧ୍ୟ ଏହି ନୂଆ ପ୍ୟାରେଣ୍ଟସ୍‌କୁ…

ହିମାଚଳର କାଙ୍ଗଡ଼ାରେ ଗର୍ଜିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି; କହିଲେ – କଂଗ୍ରେସ ଦୁର୍ନୀତି ଓ ଭ୍ରଷ୍ଟାଚାରରେ…

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର କଙ୍ଗରାଠାରେ ଏକ ରାଲିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଉପରେ ବର୍ଷିଛନ୍ତି। ସମାବେଶରେ ସମ୍ବୋଧିତ କରି ସେ କହିଛନ୍ତି ଯେ କଂଗ୍ରେସ ଦୁର୍ନୀତି, ଘୋଟଲା ଓ ଭ୍ରଷ୍ଟାଚାରରେ ବୁଡ଼ି ରହିଛି। କଂଗ୍ରେସ ବିକାଶକୁ କାହିଁକି ରୋକୁଛି ତାହା…