କେଦାରନାଥ ଓ ବଦ୍ରିନାଥରେ ପ୍ରବଳ ବରଫପାତ ପରେ ବଦଳିଲା ପାଣିପାଗ, ଦେଖନ୍ତୁ ମନମୋହକ ଦୃଶ୍ୟ
ଭାରତବର୍ଷର ସବୁ ରାଜ୍ୟରେ ଏବେ ଅଲଗା ଅଲଗା ପାଣିପାଗ ରହିଛି। ଗୋଟେ ପଟେ ଉତ୍ତର ଭାରତର କେତେକ ରାଜ୍ୟରେ ନିଆଁ ବର୍ଷା ହେଉଥିବା ବେଳେ ଅନ୍ୟପଟେ ଉତ୍ତରାଖଣ୍ଡରେ ପାଣିପାଗ ବଦଳିଛି। ଭାରି ବରଫପାତ ଯୋଗୁ ବଦ୍ରିନାଥ ଧାମର ପରିବେଶ ବେଶ୍ ଆକର୍ଷଣୀୟ ଲାଗୁଛି। ସୂର୍ଯ୍ୟଙ୍କ ଝାପ୍ସା କିରଣ ସହ ଭଗବାନ…