୨୦୧୯ ମସିହାରେ ସୋସିଆଲ ମିଡିଆରେ ସବୁଠାରୁ ଅଧିକ ଚର୍ଚ୍ଚାରେ ଥିଲେ ଏହି ୪ ଭାରତୀୟ ମହିଳା

ଆଉ ମାତ୍ର ଦିନ କେଇଟା ପରେ ବିଦାୟ ନେବ ୨୦୧୯ ଓ ପାଦ ଥାପିବ ୨୦୨୦। ୨୦୧୯ ତ ଚାଲିଯିବ, କିନ୍ତୁ ପଛରେ ଛାଡ଼ିଯିବ ଅନେକ ସ୍ମୃତି ଅନେକ ଅନୁଭବ ଯାହା ଚିରକାଳ ପାଇଁ ଲିଖିତ ହୋଇ ରହିବ ହୃଦୟର ପରଦାରେ। ବିଦାୟୀ ବର୍ଷରେ ଏମିତି ଘଟଣାମାନ ଘଟିଛି ଯାହା ସବୁଦିନ ପାଇଁ ମନେ ରହିବ। ଏହି ବର୍ଷଟି ଖାସ୍‌…

ଉଭୟ ମହିଳା ଓ ପୁରୁଷଙ୍କ ଯୌନ କ୍ଷମତା ବୃଦ୍ଧି କରି ଫିଟ୍‌ ରଖିବାରେ ସାହାଯ୍ୟ କରେ ଏହି ଯୋଗାସନ

ଯୋଗାସନ କରିବା ଦ୍ୱାରା ଶରୀର ସୁସ୍ଥ ରହେ। ନିୟମିତ ଯୋଗ କରିବା ଦ୍ୱାରା ସବୁ ବେମାରିରୁ ମୁକ୍ତି ମିଳିପାରିବ। କିନ୍ତୁ ଯୋଗ ଦ୍ୱାରା ଯୌନ ଶକ୍ତି ମଧ୍ୟ ବୃଦ୍ଧି କରିହେବ ବୋଲି ଖୁବ୍‌ କମ୍‌ ଲୋକ ଜାଣନ୍ତି। କେତେକ ଯୋଗକୁ ନିୟମିତ କରିବା ଦ୍ୱାରା ଶରୀରର ସମସ୍ତ ଦୁର୍ବଳତା ଦୂର ହୋଇଥାଏ। ଫଳରେ ଜଣେ…

ମିଳିଲା ନାହିଁ ଷ୍ଟ୍ରେଚର୍‌, ବାପା କାନ୍ଧରେ ମେଡିକାଲରୁ ଗଲେ ଦୁଷ୍କର୍ମ ପୀଡ଼ିତା

ଦେଶରେ ପ୍ରତିଦିନ ନାରୀ ନିର୍ଯାତନା, ବଧୂହତ୍ୟା, ଦୁଷ୍କର୍ମ ଭଳି ଘଟଣା ଏକ ସାଧାରଣ କଥା ପାଲଟିଛି। ଏଭଳି ସ୍ଥିତିରେ କେତେକ ସ୍ଥାନରେ ପୀଡ଼ିତାକୁ ସମର୍ଥନ ଦେବା ବଦଳରେ ଓଲଟା ଅଧିକ ନିର୍ଯାତନା ଦିଆଯାଉଛି। ଏଭଳି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛିି ଉତ୍ତର ପ୍ରଦେଶର ଏଟାଠାରେ। ଏଠାରେ…

ମାତ୍ର ୯ ଟଙ୍କାରେ ବିଦେଶ ଯାତ୍ରା କରିବାକୁ ଅଫର ଦେଉଛି Vietjet, ଆଜି ହିଁ କରନ୍ତୁ ଟିକେଟ୍‌ ବୁକିଂ

ବୁଲାବୁଲି କରିବାକୁ କାହାକୁ ବା ପସନ୍ଦ ନୁହେଁ। ସବୁ ଭାରତୀୟଙ୍କ ସ୍ୱପ୍ନ ହୋଇଥାଏ ବିଦେଶ ଭ୍ରମଣ କରିବା। କିନ୍ତୁ ବିଦେଶ ବୁଲିବା ପାଇଁ ସମସ୍ତଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ନଥାଏ। ଖାସ୍‌ କରି ଫରେନ୍‌ ଟୁର ପାଇଁ ଫ୍ଲାଇଟ୍‌ ଟିକେଟ୍‌ର ଦାମ୍‌ ଅତ୍ୟଧିକ ଥାଏ। ଏଣୁ ଲୋକମାନେ ବିଦେଶ ଯିବାକୁ ମନ…

ଚକଲଗା ଗାଡ଼ିରେ ୬୦୯ ବର୍ଷ ପୁରୁଣା ମସ୍‌ଜିଦ୍‌କୁ କରାଗଲା ୩ କିଲୋମିଟର ସ୍ଥାନାନ୍ତର, ବିଶ୍ୱାସ ହେଉନଥିଲେ ଦେଖନ୍ତୁ…

ବିଜ୍ଞାନ ଯେତିକି ଯେତିକି ପ୍ରଗତି କରୁଛି ଆମେ ଆମ ପୁରାତନ ଜିନିଷକୁ ବଞ୍ଚାଇବାକୁ ମଧ୍ୟ ସେତିକି ସକ୍ଷମ ହେଉଛେ। ଜ୍ଞାନକୌଶଳ ବଳରେ ଆମେ ପୁରୁଣା ଜିନିଷକୁ ନଷ୍ଟ ନ କରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବାରେ ମଧ୍ୟ ସଫଳ ହେଉଛେ। ନିକଟରେ ଏହାର ଏକ ପ୍ରମାଣ ଦେଖିବାକୁ ମିଳିଛି…

ସବୁଠାରୁ ଦାମୀ ରିଂ ଗର୍ଲଙ୍କ ହଟ୍‌ ଫଟୋ ସେସନ୍‌ର ଫଟୋ ଭାଇରାଲ୍‌, ଦେଖିଲେ ଆପଣ ବି ଫେରାଇ ଆଣିପାରିବେନି ନଜର

ମିକ୍ସ ମାର୍ଶଲ ଆର୍ଟସ୍‌(MMA)ର ସବୁଠାରୁ ଦାମୀ ରିଂ ଗର୍ଲ ଏରିୟାନୀ ସେଲେଷ୍ଟେ ନିକଟରେ ହଟ୍‌ ଫଟୋସୁଟ୍‌ କରିଛନ୍ତି। ସମୁଦ୍ରକୂଳରେ ବିକିନି ପିନ୍ଧି ଏରିୟାନୀ ଏହି ଫଟୋ ସେସନ୍‌ କରିଛନ୍ତି। ଏରିୟାନୀଙ୍କ ହଟ୍‌ ଫଟୋକୁ ଫ୍ୟାନ୍‌ମାନେ ଖୁବ ପସନ୍ଦ କରିଛନ୍ତି। ୩୩ ବର୍ଷୀୟା ଏରିୟାନୀ କିଛି ଦିନ…

ପ୍ରଥମ ଦେଖାରେ ପାର୍ଟନରଙ୍କ ସହ କ’ଣ କଥା ହେବେ ଭାବି ଦ୍ୱନ୍ଦ୍ୱରେ ଅଛନ୍ତି କି? ଟ୍ରାଏ କରନ୍ତୁ ଏହି ଟିପ୍ସ୍‍

ଯେତେବେଳେ ପ୍ରେମୀଯୁଗଳ ପ୍ରଥମ ଥର ପାଇଁ ପରସ୍ପର ସହ ଦେଖା ହେବା କଥା ଭାବିଥାନ୍ତି, ସେତେବେଳେ ସେମାନେ ଦେଖାହେଲେ କ’ଣ କଥା ହେବେ ଭାବି ଦ୍ୱନ୍ଦ୍ୱରେ ରହିଥାନ୍ତି। ସମ୍ପର୍କ ଉପରେ କିଛି ଖରାପ ପ୍ରଭାବ ପଡ଼ିବ ଭାବି ସେମାନେ ଗୁଡ଼େ ଏଣୁ ତେଣୁ ଗପିବାକୁ ବି ସାହସ କରି ପାରନ୍ତିନି। ତେଣୁ କେବଳ…

ଦିନକୁ ଯେତିକି ଲୁଣ ଖାଇବା କଥା, ତା’ଠୁ ଢେର ଅଧିକ ରହିଛି ଗୋଟିଏ ଚିପ୍ସ ପ୍ୟାକେଟ୍‌ରେ

ବର୍ତ୍ତମାନର ଯୁବପିଢ଼ି ଘରୋଇ ଖାଦ୍ୟ ଅପେକ୍ଷା ବାହାରର ଜଙ୍କଫୁଡ୍‌ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି। ଚିପ୍ସ, ନୁଡଲ୍ସ, ପିଜ୍ଜା, ବର୍ଗର ଏବେ ପିଲାଙ୍କର ଦୈନନ୍ଦିନ ଖାଦ୍ୟ ପାଲଟିଛି। କିନ୍ତୁ କେବେ ଭାବିଛନ୍ତି ଆପଣ ଖାଉଥିବା ଚିପ୍ସ ବା ଫାଷ୍ଟଫୁଡ୍‌ କେତେ ସ୍ୱାସ୍ଥ୍ୟକର? ଏହି ପ୍ୟାକେଟ୍‌…

ମାତ୍ର ୧୫ ଦିନ ମଧ୍ୟରେ ଲିଙ୍ଗ ପରିବର୍ତ୍ତନ କରିପାରେ ଏହି ମାଛ

ପୃଥିବୀପୃଷ୍ଠରେ ଏମିତି ଅନେକ ଜୀବ ଅଛନ୍ତି ଯାହାର ଗଠନ ଶୈଳୀ ଅନ୍ୟଠାରୁ ଭିନ୍ନ ହୋଇଥାଏ। କିଏ ଦେଖିବାକୁ ଆକାରରେ ବଡ଼ ହୋଇଥାଏ ତ ଆଉ କିଏ ଅପେକ୍ଷାକୃତ ଛୋଟ। ସେହିପରି ଆଉ କିଛି ଜୀବ ଅଧିକ ହିଂସ୍ର ହୋଇଥିବା ବେଳେ ଆଉ କିଛି ଖୁବ୍‌ ନିରୀହ ହୋଇଥାନ୍ତି। ତେବେ ପୃଥିବୀରେ ଏକ ଏମିତି ଜୀବ ବି ରହିଛି…

ଦାମୀ ଟୁଥ୍‌ପେଷ୍ଟ ଦ୍ୱାରା ନୁହେଁ ବରଂ ଏହି ୫ଟି ଉପାୟରେ ମୋତି ଭଳି ଚମକାନ୍ତୁ ଦାନ୍ତ

ହସ ହିଁ ଜଣଙ୍କ ବ୍ୟକ୍ତିତ୍ୱକୁ ଦର୍ଶାଇଥାଏ। କିନ୍ତୁ ବେଳେବେଳେ ଦାନ୍ତ ହଳଦିଆ ପଡ଼ିଯାଇଥିବାରୁ ଲୋକମାନେ ଖୋଲାଖୋଲି ହସିପାରନ୍ତିନାହିଁ। ଫଳରେ ଅନ୍ୟମାନେ ତାଙ୍କୁ ଗର୍ବୀ ଭାବନ୍ତି ଓ ଧୀରେ ଧୀରେ ଦୂରେଇ ଯାଆନ୍ତି। ଯେତେ ଦାମୀ ଟୁଥ୍‌ପେଷ୍ଟ ବ୍ୟବହାର କଲେ ବି ଯଦି ଦାନ୍ତର ହଳଦିଆପଣରୁ ମୁକ୍ତି…

ସ୍ୱପ୍ନରେ ଏହିସବୁ ଜିନିଷ ଦେଖିବା ହୋଇଥାଏ ଅତ୍ୟନ୍ତ ଶୁଭଙ୍କର, ମିଳିପାରେ ଧନ ଦେବତାଙ୍କ ଆଶିଷ

ସ୍ୱପ୍ନ ଶାସ୍ତ୍ର ଅନୁସାରେ କିଛି ଏଭଳି ସ୍ୱପ୍ନ ରହିଛି ଯାହାର ସିଧାସଳଖ ସମ୍ପର୍କ ଧନଲାଭ ସହ ରହିଥାଏ। ଏହି ସ୍ୱପ୍ନ ଦେଖିବା ଦ୍ୱାରା ବ୍ୟକ୍ତିର ଜୀବନରେ ଅନେକ ଶୁଭ କାମ ହୋଇଥାଏ। ଏମିତିକି ବ୍ୟକ୍ତି ଜଣକ ରାତାରାତି ଧନୀ ମଧ୍ୟ ହୋଇଯାଏ। ଆସନ୍ତୁ ଜାଣିବା କେଉଁ କେଉଁ ସ୍ୱପ୍ନ ଦେଖିଲେ ହୁଏ…

ଦୁନିଆର ସବୁଠାରୁ ଥଣ୍ଡା ଅଞ୍ଚଳ, ଯେଉଁଠାରେ ଶୀତଦିନେ –୫୮ ଡିଗ୍ରୀ ଯାଏଁ ଖସିଯାଏ ତାପମାତ୍ରା

ଏବେ ସାରା ଦେଶରେ ଶୀତର ଲହରୀ ଜାରି ରହିଛି। ପାହାଡ଼ିଆ ଅଞ୍ଚଳଠାରୁ ଆରମ୍ଭ କରି ସମତଳ ଅଞ୍ଚଳ ପର୍ଯ୍ୟନ୍ତ ଏବେ ସବୁ ସ୍ଥାନରେ ଶୀତ ଅନୁଭୂତ ହେଉଛି। ତେବେ ପୃଥିବୀରେ ଏମିତି ଅନେକ ସ୍ଥାନ ରହିଛି, ଯେଉଁଠାରେ ତାପମାତ୍ରା ୦ ଡିଗ୍ରୀଠାରୁ ମଧ୍ୟ ଆହୁରି ତଳକୁ ଖସିଯାଏ। ଫଳରେ ଘରୁ ବାହାରିବା ମୁସ୍କିଲ…