ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୭ ନୂଆ ପଜିଟିଭ ଚିହ୍ନଟ, କଟକ ଜିଲ୍ଲାରୁ ସର୍ବାଧିକ ୧୦ ଜଣ

ଭୁବନେଶ୍ୱର(କେନ୍ୟୁଜ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୫ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୮ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ-…

ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୫୯ ନୂଆ ପଜିଟିଭ ଚିହ୍ନଟ, କଟକ ଜିଲ୍ଲାରୁ ସର୍ବାଧିକ ୧୦ ଜଣ

ଭୁବନେଶ୍ୱର(କେନ୍ୟୁଜ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୪ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୧୦ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ-…

ଫ୍ୟାନ୍‌ଙ୍କୁ ଧୋକା ଦେଲେ ଉର୍ବଶୀ, ସୋସିଆଲ ମିଡିଆରେ ପୁଣିଥରେ ହେଲେ ଟ୍ରୋଲର ଶିକାର

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ଗତ କିଛି ଦିନ ହେବ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଉର୍ବଶୀଙ୍କ ଭିଡିଓ ଭାଇରାଲ ହେବା ପରେ ଏବେ ତାଙ୍କୁ ଖୁବ୍‌ ଟ୍ରୋଲ ହେବାକୁ ପଡ଼ୁଛି। ଉର୍ବଶୀଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ମିମ୍ସ ମଧ୍ୟ ଭାଇରାଲ ହେଉଛି। ଏଥିପାଇଁ ଉର୍ବଶୀ ବହୁତ ଦୁଃଖିତ ଅଛନ୍ତି। ତେବେ…

କ୍ଷେପଣାସ୍ତ୍ର ନୁହେଁ, ଏବେ ଡ୍ରୋନ୍‌ ସାହାଯ୍ୟରେ ୟୁକ୍ରେନ୍ ଉପରେ ଆକ୍ରମଣ କରୁଛି ରୁଷ

ନୂଆଦିଲ୍ଲୀ: ୟୁକ୍ରେନ ଏବଂ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଆଠ ମାସ ବିତିଲାଣି। କିନ୍ତୁ ଏହା ବନ୍ଦ ହେବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି। ମାସ ମାସ ଧରି ଆର୍ଟିଲିରି ଏବଂ ଟ୍ୟାଙ୍କ ସାହାଯ୍ୟରେ ୟୁକ୍ରେନ ସହର ଉପରେ ଆକ୍ରମଣ କରୁଥିବା ରୁଷ ମଧ୍ୟ ବହୁ ବାଧାବିଘ୍ନର ସମ୍ମୁଖୀନ ହେଉଛି।…

‘ତମେ ମୋ ଝିଅକୁ ଏଠି ବର୍ବାଦ କରିସାରିଲଣି’, ବିଗ୍‌ ବସ୍‌ରେ ଶାଲିନଙ୍କୁ ପ୍ରବଳ ଗାଳି ଦେଲେ ସୁମ୍ବୁଲଙ୍କ ବାପା

କଲର୍ସ ଟିଭିର ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ ବସ୍‌ -୧୬’ରେ ଶାଲିନ ଓ ସୁମ୍ବୁଲକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଛି। ଶାଲିନ ଓ ସୁମ୍ବୁଲଙ୍କ ମଧ୍ୟରେ ପ୍ରାୟ ୨୧ ବର୍ଷ ବୟସ ବ୍ୟବଧାନ। କିନ୍ତୁ ବିଗ୍‌ ବସ୍‌ ଘରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢ଼ିଥିବା ନେଇ ଚର୍ଚ୍ଚା ହେଉଛି। ବିଗ୍‌…

୨୪ ଘଣ୍ଟାରେ ୪୯ ଜଣ କରୋନା ପଜିଟିଭ, ସୁନ୍ଦରଗଡ଼ରୁ ସର୍ବାଧିକ ୧୦ ଜଣ

ଭୁବନେଶ୍ୱର(କେନ୍ୟୁଜ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୦ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୪ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ-…

ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୭୭ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର(କେନ୍ୟୁଜ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୨ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୭ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ-…

ସାପ୍ତାହିକ ରାଶି ! ପଢ଼ନ୍ତୁ, କେମିତି କଟିବ ପୂରା ସପ୍ତାହ

ମେଷ : ରବିବାର, ସୋମବାର ମନ ପ୍ରଫୁଲ୍ଲ ରହିବ। ମଙ୍ଗଳବାର ବିଶ୍ରାମ ନେବେ। ବୁଧବାର ନୂଆ କାମ ହାତକୁ ନେବେ। ଗୁରୁବାର ଦିନ ପରିବାର ସହ ଖୁସିରେ ସମୟ କାଟିବେ। ଶୁକ୍ରବାର ଓ ଶନିବାର ଦୂର ଯାତ୍ରା ଯୋଗ ଅଛି। ବୃଷ : ରବିବାର ଓ ସୋମବାର ପରିବାର ଓ ପିଲାଙ୍କ ସହ ବାହାରକୁ ବୁଲିବାକୁ…

ପାକ୍‌ ହସ୍ପିଟାଲ ଛାତରୁ ମିଳିଲା ୨୦୦ ରୁ ଅଧିକ ମୃତଦେହ, ଅଧିକାଂଶଙ୍କର ନାହିଁ ଅଙ୍ଗପ୍ରତ୍ୟଙ୍ଗ

ଇସଲାମାବାଦ୍‌: ପାକିସ୍ତାନର ମୁଲତାନ ସହରର ଏକ ହସ୍ପିଟାଲ ଛାତରୁ ୨୦୦ରୁ ଅଧିକ ପଚାସଢ଼ା ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣା ପ୍ରଘଟ ହେବା ପରେ ପାକ୍‌ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଖବର ଅନୁଯାୟୀ, ଡାକ୍ତରଖାନାର ଛାତ ଉପରେ ଥିବା ଏକ କୋଠରୀରେ ମୃତଦେହ ମିଳିଛି। ମୃତ ଶରୀରର ଅନେକ…

ଭାରତରେ ବଢ଼ୁଛି କ୍ଷୁଧାର୍ତ୍ତଙ୍କ ସଂଖ୍ୟା, ଶ୍ରୀଲଙ୍କା-ପାକିସ୍ତାନର ସ୍ଥିତି ଆମଠୁ ଭଲ

ନୂଆଦିଲ୍ଲୀ: ବିଶ୍ୱସ୍ତରରେ ଭାରତ ପାଇଁ ଏକ ଦୁଃଖଦ ଖବର। ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ୨୦୨୨ ତଥ୍ୟରେ ୧୨୧ଟି ଦେଶ ମଧ୍ୟରୁ ଭାରତ ୧୦୭ ତମ ସ୍ଥାନକୁ ଖସି ଆସିଛି। ବିଶ୍ୱ ତାଲିକାରେ ଥିବା ଦକ୍ଷିଣ ଏସୀୟ ଦେଶମାନଙ୍କ ମଧ୍ୟରେ ଭାରତ କେବଳ ଆଫଗାନିସ୍ତାନ ଅପେକ୍ଷା ଭଲ ସ୍ଥିତିରେ ଅଛି। ତେବେ…

ଜାତୀୟ ନାଗରିକ ରେଜିଷ୍ଟର ପ୍ରସ୍ତୁତ କରିବାକୁ ପୁଣି ଅଣ୍ଟା ଭିଡ଼ିଲେଣି ସରକାର, ୩ ବର୍ଷ ତଳେ ସିଏଏକୁ ନେଇ ଜଳିଥିଲା…

ନୂଆଦିଲ୍ଲୀ: ଜାତୀୟ ନାଗରିକ ରେଜିଷ୍ଟର ବା ଏନ୍‌ଆରସି ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାର ପୁଣି ଅଣ୍ଟା ଭିଡ଼ିଛନ୍ତି। ଜାତୀୟ ନାଗରିକ ରେଜିଷ୍ଟର ପ୍ରସ୍ତୁତି ସହ ବିବାଦୀୟ ନାଗରିକତ୍ୱ ସଂଶୋଧନ ଆଇନ ବା ସିଏଏକୁ ନେଇ ୩ ବର୍ଷ ତଳେ ସାରା ଦେଶରେ ଜୋରଦାର ବିକ୍ଷୋଭ ହୋଇଥିଲା। ବର୍ତ୍ତମାନ ଏହି…

ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୬୩ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର(କେନ୍ୟୁଜ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୬ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୧୦ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ-…