ସ୍କଟ୍ଲାଣ୍ଡରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇ ଜଳପ୍ରପାତରେ ବୁଡ଼ିଗଲେ
ଆମେରିକା ପରେ ଏବେ ସ୍କଟଲାଣ୍ଡରୁ ମଧ୍ୟ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ପାଣିରେ ବୁଡ଼ି ଏଠାରେ ଦୁଇ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ସୂତ୍ରରୁ ଜଣାପଡ଼ିଛି । ମୃତ ଛାତ୍ରଦ୍ୱୟ ହେଲେ, ୨୬ ବର୍ଷୀୟ ଜିତେନ୍ଦ୍ରନାଥ କରୁତୁରୀ ଓ ୨୨ ବର୍ଷୀୟ ଚାଣକ୍ୟ ବୋଲିସେଟି । ଉଭୟ ସ୍କଟ୍ଲାଣ୍ଡର ଡୁଣ୍ଡି ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଥିଲେ ।
ସ୍କଟଲାଣ୍ଡର ଏକ ପର୍ଯ୍ୟଟନସ୍ଥଳୀରେ ଛାତ୍ରଦ୍ୱୟଙ୍କ ମୃତଦେହ ମିଳିଥିଲା ।…
Read More...