ଦିନ ଦ୍ୱିପହରରେ ନିଶାସକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ : ଦୁର୍ଘଟଣା ଘଟାଇଲେ ପୁଣି ମହିଳାଙ୍କ ସହ ନିରୀହ ପରିବାରକୁ ମାଡ଼ ମାରିଲେ
ଭୁବନେଶ୍ୱର (କେନ୍ୟୁଜ୍) : ଗାଡ଼ି ସାଇଡ୍ ମାରିଲେ, ଆକ୍ସିଡେଣ୍ଟ ବି କଲେ। ବିରୋଧ କରିବାରୁ ବିଚ୍ ରାସ୍ତାରେ ଅଟକାଇ ମହିଳା ଏବଂ ତାଙ୍କ ପରିବାର ଲୋକଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ। ଭୁବନେଶ୍ୱର ସହିଦ୍ ନଗର ଥାନା ଅଂଚଳରେ ଘଟିଛି ଏଭଳି ଘଟଣା।
ବିବାହ କାର୍ଯ୍ୟ ସାରି ଗୋଟିଏ ପରିବାର ବୋଲେରୋ ଗାଡ଼ିରେ ଘରକୁ ଫେରୁଥିଲେ । ଏହି ସମୟରେ ଏକ ଏକ୍ସୟୁଭି ଗାଡ଼ି ପ୍ରଥମେ ସେମାନଙ୍କୁ ସାଇଡ ମାରି ଦୁର୍ଘଟଣା ଘଟାଇ ଥିଲା। ବୋଲେରୋରେ…
Read More...