ହ୍ଵାଟ୍ସଆପରେ ଆସିଲା ବଢ଼ିଆ ଫିଚର, ଏବେ ଗୋଟିଏ ନୁହେଁ ତିନିଟି ଚାଟକୁ କରିପାରିବେ ପିନ୍
ହ୍ଵାଟ୍ସଆପ୍ ନିଜର ସମସ୍ତ ୟୁଜର୍ସଙ୍କ ପାଇଁ ଏକ ନୂଆ ଫିଚର୍ ଜାରୀ କରିଛି। ଏହି ଫିଚର୍ ଦ୍ବାରା ଏବେ ୟୁଜର୍ସ ହ୍ଵାଟ୍ସଆପରେ ଏକାସାଥିରେ ତିନିଟି ମେସେଜକୁ ଅତି ଆରାମରେ ପିନ୍ କରିପାରିବେ। ପୂର୍ବରୁ କୌଣସି ଚାଟକୁ ପିନ କରିବା ପାଇଁ ଲିମିଟ୍ କେବଳ ଗୋଟିଏ ଥିଲା । ଏହି ଅପଡେଟ ଦ୍ୱାରା ୟୁଜର୍ସଙ୍କୁ ମେସେଜକୁ ଅର୍ଗାନାଇଜ୍ କରିବାରେ ସହଜ ହେବ । ମେଟା ସିଇଓ ମାର୍କ ଜୁକରବର୍ଗ ନିଜ ହ୍ଵାଟ୍ସଆପ ଚ୍ୟାନେଲ୍ ମାଧ୍ୟମରେ ଏହି ନୂଆ…
Read More...