ଅରୁଣ ଗୋଭିଲଙ୍କ ରୋଡ୍ ଶୋ’ରେ ଚୋରି; ପର୍ସ, ମୋବାଇଲ୍ ଫୋନ୍ ସହ ୩୬,୦୦୦ ଟଙ୍କା ନେଇଗଲେ ଚୋର
ନିର୍ବାଚନ ପ୍ରଚାର ରାଲିରେ ଚୋରି । ଉତ୍ତର ପ୍ରଦେଶର ମେରଟରେ ବିଜେପି ପ୍ରାର୍ଥୀ ଅରୁଣ ଗୋଭିଲଙ୍କ ରୋଡ୍ ଶୋ’ରେ ପକେଟ୍ ଖାଲି କରିଦେଲେ ଚୋର । ୧୦ରୁ ଅଧିକ ଲୋକଙ୍କ ପର୍ସ, ମୋବାଇଲ୍ ଫୋନ୍ ସହ ୩୬,୦୦୦ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ଲୋକେ ଥାନାରେ ପହଞ୍ଚି ଅଭିଯୋଗ କରିବା ପରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । କୁହାଯାଉଛି ଯେ ଚୋରି କରୁଥିବା ଏହି ଗ୍ୟାଙ୍ଗ ଦିଲ୍ଲୀରୁ ଆସିଥିଲା । ବର୍ତ୍ତମାନ ଘଟଣାର…
Read More...