ବିଜୁଳି ତାର ଖୁଣ୍ଟିରେ ଫସିଲା ଭାଲୁ, ପୋଷ୍ଟ ହେଲା ଭାଇରାଲ

ଆମେରିକାର ଏରିଜୋନାରେ ଏକ ଜଙ୍ଗଲୀ ଭାଲୁ ଇଲେକଟ୍ରି ଖୁଣ୍ଟ ଉପରେ ଚଢ଼ିିଯିବାର ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପରେ ବିଜୁଳି ତାରରେ ଫସିଯାଇଥିଲା । ଗତ ସୋମବାର ଏହି ଘଟଣା ଘଟିଥିଲା । ଚାଲନ୍ତୁ ଜାଣିବା ପ୍ରକୃତ ଘଟଣା ।

ସୂଚନା ମୁତାବିକ, ଗତ ସୋମବାର ଭାଲୁ Willcox ସିଟିରେ ଥିବା ଏକ ଇଲେକଟ୍ରି ଖୁଣ୍ଟ ଉପରେ ଚଢ଼ିଯାଇଥିଲା । ସଲଫର ସ୍ପ୍ରିଙ୍ଗସ୍ ଇଲେକଟ୍ରିକ କର୍ପୋରେଟିଭ ଦେଖିବା ପରେ ଜଣା ପଡିଲା ଯେ, ଭାଲୁଟି ଖୁଣ୍ଟରେ ଥିବା ତାରରେ ଫସିଯାଇଛି । କମ୍ପାନୀର ଲାଇନମ୍ୟାନ Werner Neubauer ତୁରନ୍ତ ଏହି ଲାଇନକୁ ବନ୍ଦ କରିଦେଇଥିଲେ । ଯେଉଁଥିପାଇଁ ଭାଲୁର ମୃତ୍ୟୁ ସଙ୍କଟ ଦୂର ହୋଇଯାଇଥିଲା ।

iunj
pc: Navbharat times

ପରେ ବକେଟ ଲିଫ୍ଟ ମାଧ୍ୟମରେ ଫାଇବର ଗ୍ଲାସରେ ଫସି ଥିବା ଭାଲୁକୁ ରକ୍ଷା କରାଯାଇଥିଲା । ପରେ ତାକୁ ଜଙ୍ଗଲରେ ଛଡାଗଲା । ଏବେ ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.