ଛତିଶଗଡ଼: ଭୋଟିଂ ବେଳେ ନକ୍ସଲ କଲେ ବୋମା ବିସ୍ଫୋରଣ, CRPFର ସହକାରୀ କମାଣ୍ଡର ଆହତ
ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଶୁକ୍ରବାର ନକ୍ସଲ ଆକ୍ରମଣ ହୋଇଛି । ଏଠାରେ ନକ୍ସଲଙ୍କ ଦ୍ୱାରା କରାଯାଇଥିବା ପ୍ରେସର ବୋମା ବିସ୍ଫୋରଣରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆର୍ପିଏଫ୍)ର ଜଣେ ସହକାରୀ କମାଣ୍ଡର (କମାଣ୍ଡାଣ୍ଟ) ଆହତ ହୋଇଛନ୍ତି । କହି ରଖୁଛୁ, ବିଜାପୁର ଜିଲ୍ଲା ବସ୍ତର ଲୋକସଭା ନିର୍ବାଚନମଣ୍ଡଳୀରେ ଆସୁଛି । ଏଠାରେ ସାଧାରଣ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି ।
ପୋଲିସ ଅଧିକାରୀଙ୍କ ସୂଚନା…
Read More...