କେନିଆରେ ସାଂଘାତିକ ବନ୍ୟା, ଜୁନ୍ ଯାଏ ଲାଗିରହିବ ବର୍ଷା; ଏ ପର୍ଯ୍ୟନ୍ତ ୩୮ ମୃତ
କେନିଆରେ ସାଂଘାତିକ ବନ୍ୟା । ଏଠାରେ ପ୍ରବଳ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି । ପ୍ରବଳ ବର୍ଷା ହେତୁ ଦେଶର ଅନେକ ସ୍ଥାନରେ ଭୟଙ୍କର ବନ୍ୟା ମାଡ଼ି ଆସିଛି, ଫଳରେ ସ୍ଥିତି ସଙ୍ଗୀନ ହୋଇପଡ଼ିଛି । ବନ୍ୟା ଯୋଗୁ ଏ ପର୍ଯ୍ୟନ୍ତ ୩୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି । କେନିଆର ଅଧାରୁ ଅଧିକ ଅଞ୍ଚଳ ବର୍ତ୍ତମାନ ବନ୍ୟା ପାଣି ଘେରରେ ରହିିଛି ।
ଦେଶରେ ଜନଜୀବନ ଦୁର୍ବିସହ ହୋଇପଡ଼ିଥିବା ବେଳେ…
Read More...