ମୁଡି ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, କେହି ମୃତାହତ ହୋଇନଥିବା ସୂଚନା
ଭୁବନେଶ୍ୱର(କେନ୍ୟୁଜ୍) : ପଳାଶପଲ୍ଲୀ ପୁନମା ଗେଟ ନିକଟ ମୁଡି ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିବା ସୂଚନା । ଏନେଇ କାହାରି କୌଣସି କ୍ଷତି ଘଟି ନଥିବା ବେଳେ ନିଆଁକୁ ଆୟତ୍ତ କରାଯାଉଛି ।
Read More...