ମହାନଦୀରେ ବୁଡ଼ିଲା ଡ଼ଙ୍ଗା, ୭ ନିଖୋଜ
ଝାରସୁଗୁଡା : ମହାନଦୀରେ ବୁଡ଼ିଲା ଡ଼ଙ୍ଗା l ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଶରଧାରୁ କିଛି ଲୋକେ ବରଗଡ଼ ଜିଲ୍ଲା ବାଞ୍ଜିପାଲିକୁ ଯାଉଥିବାବେଳେ ଡ଼ଙ୍ଗା ବୁଡିଛି । ୭ଜଣ ନିଖୋଜ ଥିବା ସୂଚନା ମିଳିଛି । ଡ଼ଙ୍ଗାରେ ପ୍ରାୟ ୫୦ରୁ ଅଧିକ ମହିଳା, ପୁରୁଷ ଓ ଛୋଟ ପିଲା ଥିଲେ l ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଦ୍ବାରା ଉଦ୍ଧାର ଉଦ୍ୟମ ଜାରି ରହିଛି ।
Read More...