ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ୪ ଦିନିଆ ସଟ୍ଡାଉନ୍ ଘୋଷଣା। ଆଜିଠୁ ୧୧ ତାରିଖ ଯାଏ ସମ୍ପୂର୍ଣ୍ଣ ଜିଲ୍ଲା ସଟ୍ଡାଉନ୍ ଘୋଷଣା କରାଯାଇଛି। ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ, ମଙ୍ଗଳବାର ପର୍ଯ୍ୟନ୍ତ ସଟ୍ଡାଉନ୍ ଘୋଷଣା କରିଛନ୍ତି ବଲାଙ୍ଗିର ଜିଲ୍ଲାପାଳ। ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗମନାଗମନ ମଧ୍ୟ ଠପ୍ ହୋଇଯାଇଛି। ଜିଲ୍ଲାର ପାଟଣାଗଡ଼, ଟିଟିଲାଗଡ଼ କଣ୍ଟାବାଞ୍ଜି ଆଦି ସହର ମଧ୍ୟ ସଟ୍ଡାଉନ୍ ରହିଛି।
Trending
- ଚଳିତବର୍ଷର ପ୍ରଥମ ୨୧ ଦିନରେ ୪ ହଜାର ୨୬୭ ଗାଡି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ୍
- ନେତାଜୀ ସୁଭାଷ ବୋଷଙ୍କ ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ୮ କିମି ପଦଯାତ୍ରା
- ମାନବିକତା ଦେଖାଇଲେ ମନ୍ତ୍ରୀ ଟୁକୁନି ସାହୁ
- ପୁଣି ଆଉ ୩ ଦିନିଆ ରିମାଣ୍ଡରେ ଗଲା କିଡନୀ ଠକ ହିମାଂଶୁ ନନ୍ଦ
- କଟକ ଖାନନଗରରେ ନେତାଜୀ ବସ ଟର୍ମିନାଲର ଶିଳନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
- ବ୍ରହ୍ମପୁର: ଚେକିଂ ନାଁରେ ପୋଲିସର ଦାଦାଗିରି
- ରାଜ୍ଯରେ ଆଜି ୧୩୦ କରୋନା ପଜିଟିଭ୍ ଚିହ୍ନଟ
- ଆଜି ବୀର ସୁରେନ୍ଦ୍ର ସାଏଙ୍କର ୨୧୨ ତମ ଜନ୍ମଦିବସ
- ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥର ଦଳେଇପୁଟରେ ଜଙ୍ଗଲୀ ହାତୀଙ୍କ ଆତଙ୍କ
- ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ