ଗାଡି ଚଲାଇବା ସମୟରେ ହଠାତ୍ ଅସୁସ୍ଥ ହୋଇପଡିଲେ ଡ୍ରାଇବସ୍, ରାସ୍ତା କଡକୁ ଖସିପଡିଲା ଯାତ୍ରୀବାହୀ ବସ୍
ଆଠଗଡ(କେନ୍ୟୁଜ୍): ଦୁନିଆରେ ବେଳେ ବେଳେ ଏମିତି କିଛି ଘଟଣା ଘଟେ, ଯାହାକୁ ଭାବିଲା ବେଳକୁ ବି ଛାତି ଥରିଉଠେ । ଆମ ଆଖପାଖରେ ପ୍ରତିଦିନ ବହୁତ କିଛି ଘଟଣା ଦୁର୍ଘଟଣା ଘଟୁଛି । ଅନେକ ଲୋକଙ୍କର ଜୀବନ ବି ଚାଲିଯାଉଛି । ଆଉ ଏସବୁ ଦୁର୍ଘଟଣାରୁ ବର୍ତ୍ତି ଯାଇ ଯିଏ ଘରକୁ ଘରକୁ ଫେରୁଛି ତାଠାରୁ ବଡ ଭାଗ୍ୟବାନ କିଏ ହୋଇପାରେ ।
କଥାରେ ଅଛି ଯହାକୁ ରଖିବେ ଅନନ୍ତ ତାକୁ କି କରିପାରେ ବଳବନ୍ତ । ଜୀବନର ବା କଣ ଭରଷା । ଏଇ ଅଛି ତ…
Read More...