କେଏଲ ରାହୁଲ ଏବଂ ଋତୁରାଜଙ୍କ ଉପରେ ଜରିମାନା ଲଗାଇଲା ବିସିସିଆଇ, ଜାଣନ୍ତୁ କାହିଁକି
ଆଇପିଏଲ୍ ୨୦୨୪ର ୩୪ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପରକିଙ୍ଗସ ଏବଂ ଲକ୍ଷ୍ନୌ ସୁପରଜିଆଣ୍ଟସ । ଏହି ମ୍ୟାଚକୁ ଲକ୍ଷ୍ନୌ ୮ ଓ୍ଵିକେଟରେ ଜିତିନେଇଥିଲା । କିନ୍ତୁ ଏହି ମ୍ୟାଚରେ ଦୁଇଟି ଯାକ ଟିମର ଅଧିନାୟକଙ୍କ ଉପରେ ଜରିମାନା ଲଗାଇଛି ବିସିସିଆଇ । ଲକ୍ଷ୍ନୌ ସୁପର ଜିଆଣ୍ଟସ ଅଧିନାୟକ କେଏଲ ରାହୁଲ ଏବଂ ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କ ଉପରେ ସ୍ଲୋ ଓଭର ରେଟ ପାଇଁ ୧୨-୧୨ ଲକ୍ଷ ଟଙ୍କାର…
Read More...