ମହାନଦୀ ବୋଟ୍ ଟ୍ରାଜେଡି, ୭ଜଣଙ୍କ ମୃତଦେହ ଉଦ୍ଧାର
ଝାରସୁଗୁଡ଼ା (କେନ୍ୟୁଜ): ମହାନଦୀ ଲଖନପୁର ଡଙ୍ଗା ବୁଡ଼ି ଘଟଣାରେ ଏଯାଏ ୭ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏମାନଙ୍କ ମଧ୍ୟରେ ୪ ମହିଳା ଓ ୩ ନାବାଳକ ଥିବା ଜଣାଯାଇଛି । ଦୁଇ ମୃତ ନାବାଳକ ହେଲେ ପିକେଶ୍ବର ରାଠିଆ ଓ ନବୀନ ରାଠିଆ । ଉଭୟଙ୍କ ବୟସ ୭ ବର୍ଷ। ଦୁଇ ମୃତ ମହିଳାଙ୍କର ପରିଚୟ ମିଳିପାରି ନାହିଁ । ଆଜି ସକାଳେ ୬ଟି ମୃତଦେହ ଉଦ୍ଧାର ହୋଇଛି । ଆଉ ଜଣଙ୍କ ପତ୍ତା ମିଳି ନାହିଁ । ୨ଟି ଓଡ୍ରାଫ ଟିମ୍ ଏବେ ସର୍ଚ୍ଚ…
Read More...