ଇଣ୍ଡିଗୋ ଫ୍ଲାଇଟ୍ ଆଣ୍ଟେଡାଣ୍ଟଙ୍କ ହସ୍ତାକ୍ଷରକୁ ଚିତ୍ରରେ ପରିବର୍ତ୍ତନ କଲେ କଳାକାର, ଭାଇରାଲ ହେଉଛି ଭିଡିଓ
ଇଣ୍ଡିଗୋ ଫ୍ଲାଇଟ ସବୁବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ଥାଏ । କେତେବେଳେ ଫ୍ଲାଇଟର ଝରକା ଉଡ଼ିବାକୁ ନେଇ ଏହା ଚର୍ଚ୍ଚାକୁ ଆସିଥାଏ ତ କେତେବେଳେ ଏହା ଉଡ଼ାଣ ଭରିବାରେ ବିଳମ୍ବକୁ ନେଇ ଚର୍ଚ୍ଚାରେ ଥାଏ । କିନ୍ତୁ ଆଜି ଏହି ଫ୍ଲାଇଟରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କ ଭିନ୍ନ କାରନାମା ପାଇଁ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ସାଧାରଣତଃ ଚିତ୍ରଶିଳ୍ପୀମାନେ ସାଧା କାଗଜରେ ଚିତ୍ର ଆଙ୍କିଥାନ୍ତି । କିନ୍ତୁ…
Read More...