ବିରାଟ କୋହଲି IPL ପୂର୍ବରୁ କଲେ ନୂଆ ହେୟାର କଟ୍, ଆଇବ୍ରୋ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ
ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ ମାର୍ଚ୍ଚ ୨୨ରୁ ଆରମ୍ଭ ହେଉଛି । ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ରେ ବିରାଟ କୋହଲି ଓ ଏମ୍ଏସ୍ ଧୋନି ଏକ ଲମ୍ବା ସମୟ ବ୍ୟବଧାନ ପରେ ପରସ୍ପର ବିପକ୍ଷରେ ଖେଳୁଥିବାର ନଜର ଆସିବେ । ଏହାକୁ ଫ୍ୟାନ୍ମାନେ ବେଶ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।
ସେପଟେ ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ବିରାଟ କୋହଲି…
Read More...