ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଅଟୋ, ୬ ମହିଳା ଗୁରୁତର
କଳାହାଣ୍ଡି : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଅଟୋ । ଅଟୋ ଓଲଟି ୬ ମହିଳା ଗୁରୁତର ହୋଇଛନ୍ତି । ଏମ ରାମ ପୁର ଥାନା ମୋହନଗିରି ନିକଟ ଜାମୁଲି ଘାଟିରେ ଓଲଟିଛି ଅଟୋ । ଏକ ବିବାହ ଭୋଜିକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ୬ ଗୁରୁତରଙ୍କୁ ପ୍ରଥମେ ଏମ ରାମପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।
ଅଵସ୍ଥା ଖରାପ ହେବାରୁ ପରେ ୫ ଜଣଙ୍କୁ ଭବାନୀପାଟଣା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏମାନେ ସମସ୍ତେ…
Read More...