ଦୁଇ ଝିଅଙ୍କ ଆଗରେ ସବୁଦିନ ପାଇଁ ନିରବୀ ଗଲେ ବାମା ମାଆ, କାଳ ସାଜି ଆସିଲା ଆମ୍ବୁଲାନ୍ସ
ବୌଦ୍ଧ (କେନ୍ୟୁଜ) : ବାପା, ବାପା ଗାଡି ରଖ, ଆମେ ମହାନଦୀ ପାଣି ଦେଖିବୁ…ଏୟା କହି ଗାଡିରୁ ଧପକି ଓହ୍ଲାଇ ପଡିଲେ, ବ୍ରିଜ୍ ଉପରେ ଛିଡା ହୋଇ ପାଣି ଦେଖିଲେ, ଆଉ ତାପରେ ଘଟିଗଲା ବଡ ଅଘଟଣ । ବାପା ସେଇଠି ନିରବୀ ଗଲେ ସବୁଦିନ ପାଇଁ ।ମାମୁଁ ଘରୁ ବଡ ଆନନ୍ଦରେ ବାପା ମାଆଙ୍କ ସାଥିରେ ବାହାରିଲେ ଘରକୁ । ଆସୁଆସୁ ବାଟରେ ପଡିଳା ମହାନଦୀ । ତେଣୁ ପାଣି ଦେଖିବାକୁ ଗାଡିରୁ ଓହ୍ଲାଇପଡିଲେ ଦୁୁଇ ଭଉଣୀ । ବ୍ରିଜ ଉପରେ ଠିଆ ହୋଇ…
Read More...