କାଳ ହେଲା ଅନୈତିକ ସର୍ମ୍ପକ : ସ୍ତ୍ରୀର ପ୍ରେମିକକୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କଲା ସ୍ୱାମୀ
ଯାଜପୁର (କେନ୍ୟୁଜ): ପରକୀୟା ପ୍ରୀତିର କରୁଣ ପରିଣତି । ସ୍ତ୍ରୀର ପ୍ରେମିକକୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କଲା ସ୍ୱାମୀ । ହତ୍ୟାକାଣ୍ଡ ଘଟିଛି ଯାଜପୁର ସହର ସାନବଜାର ଅଂଚଳରେ। ମୃତକଙ୍କ ନାଁ ଜୟଦେବ ମହାଳିକ ଓରଫ ଚିନୁ। ବଡବଜାର ଅଂଚଳର ମାନସ ରଂଜନ ପଣ୍ଡା ଓରଫ ଲିଙ୍ଗ ଘରେ ପଶି ଧାରୁଆ ଅସ୍ତ୍ରରେ ବେକ କାଟି ଚିନୁଙ୍କୁ ହତ୍ୟା କରିବା ପରେ ଯାଜପୁର ଥାନାରେ ଆତ୍ମସମର୍ପଣ କରିଛନ୍ତି । ମାନସଙ୍କ ସ୍ତ୍ରୀ ସହ ଚିନୁ ଅନୈତିକ…
Read More...