ଦୁନିଆର ଏହି ଦେଶରେ ମିଳେ ରଙ୍ଗୀନ ମକା, ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ
ବର୍ଷା ଏବଂ ଶୀତ ସମୟରେ ମକା ଖାଇବାର ଆନନ୍ଦ କିଛି ଅଲଗା ହିଁ ହୋଇଥାଏ କିନ୍ତୁ ଆପଣ କେବେ ଭାବିଛନ୍ତି କି ଯଦି ମକା ରଙ୍ଗୀନ ହୋଇଥାନ୍ତା ତେବେ କେତେ ଭଲ ହେବ । ତେବେ ଆଜି ଆମେ ଆପଣଙ୍କୁ ରଙ୍ଗୀନ ମକା ବିଷୟରେ କହିବୁ । ତେବେ ଆପଣ ଭାବୁଥିବେ କ'ଣ ରଙ୍ଗୀନ ମକା ଥାଏ କି? ତେବେ ଏହାର ଉତ୍ତର ହଁ । ବିଶ୍ୱର ଏହି ଦେଶରେ ରଙ୍ଗୀନ ମକା ଉପଲବ୍ଧ । ବିଶେଷକରି ଶୀତ ଏବଂ ବର୍ଷା ଋତୁରେ ଭାରତରେ ମକା ଖାଇବା ପାଇଁ ବହୁତ କ୍ରେଜ ଅଛି ।…
Read More...