ଡାଇବେଟିସ୍ ରୋଗୀଙ୍କ ପାଇଁ ଧନିଆ ପାଣିର ଉପକାରିତା, ଜାଣନ୍ତୁ କେବେ ଏବଂ କିପରି ପିଇବେ
ଆଜିକାଲି ଦେଶରେ ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା ବଢି ଚାଲିଛି । କେବଳ ବୃଦ୍ଧମାନେ ସୁଗାର ସମସ୍ୟାରେ ପୀଡିତ ହେଉ ନାହାଁନ୍ତି ବରଂ ଯୁବକମାନେ ମଧ୍ୟ ଏହାର ଶିକାର ହେଉଛନ୍ତି । ତେବେ ଡାଇବେଟିସ୍ ବଢିବାର କାରଣ ହେଉଛି ପ୍ରତିଦିନର ଲାଇଫ୍ଷ୍ଟାଇଲ୍, ଖରାପ ଖାଇବା ଅଭ୍ୟାସ, ଷ୍ଟ୍ରେସ୍ କିମ୍ବା ଜେନେଟିକ ବୋଲି କୁହାଯାଏ । ବାସ୍ତବରେ ଏହି ରୋଗରେ ଇନସୁଲିନ୍ କମିବା ଆରମ୍ଭ କରେ ଏବଂ ଏହି କାରଣରୁ ଶରୀରରେ ସୁଗାର ଲେବଲ୍ ବଢିବାକୁ…
Read More...