୨୧ ରୁ ୨୪ ଯାଏଁ ସାମୟିକ ଆଶ୍ବସ୍ତି, ୨୫ରୁ ପୁଣି ବଢିବ ତାତି ! ଆଜି ବୌଦ୍ଧ ସର୍ବାଧିକ ୪୪.୩ ଡ଼ିଗ୍ରୀ ଓ ଭୁବନେଶ୍ୱର ୪୧.୩ ଡ଼ିଗ୍ରୀ
ଭୁବନେଶ୍ୱର : ଆଜି ରାଜ୍ୟର ମୟୁରଭଞ୍ଜ, ବୌଦ୍ଧ, କଟକ, କେନ୍ଦୁଝର, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ନବରଙ୍ଗପୁର, ଗଞ୍ଜାମ, ଖୋର୍ଦ୍ଧା, ଦେବଗଡ, ଏବଂ ଢେଙ୍କାନାଳ ଜିଲ୍ଲାରେ ଗ୍ରୀଷ୍ମ ଲହରୀ ଅନୁଭୂତ ହୋଇଛି, ଏଥି ସହ ଚଳିତ ଅପ୍ରେଲରେ ୭ ଦିନ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇସାରିଛି | ଆଜି ୩୨ ସହରରେ ୪୦ ଡ଼ିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ୧୦ ସହରରେ ୪୩ ଡ଼ିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି…
Read More...