ଅପମିଶ୍ରିତ ମସଲା ଗୋଦାମ ଉପରେ ଚଢ଼ାଉ, ବିପୁଳ ପରିମାଣର ମସଲା ପ୍ୟାକେଟ ଜବତ
ବ୍ରହ୍ମପୁର : ଅପମିଶ୍ରିତ ମସଲା ଗୋଦାମ ଉପରେ ଚଢ଼ାଉ । ବ୍ରହ୍ମପୁର ସହରର ବଡ଼ ବଜାର ଥାନା ଅନ୍ତର୍ଗତ ବ୍ରଜରାଜନଗର ଚତୁର୍ଥ ଲାଇନରେ ଅପମିଶ୍ରିତ ମସଲା ଗୋଦାମ ଉପରେ ପୋଲିସ ଓ ମହାନଗର ନିମଗର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢାଉ । ଲଙ୍କା ଓ ହଳଦୀ ଗୁଣ୍ଡ ଓ ମସଲା ଗୁଣ୍ଡରେ ଅପମିଶ୍ରଣ ହୋଉଥିବା ନେଇ ଦୀର୍ଘ ଦିନ ହେଲା ଅଭିଯୋଗରେ ହୋଇଆସୁଥିଲା ।
ଅଭିଯୋଗକୁ ଭିତ୍ତି କରି ପୋଲିସ ଓ ମହାନଗର ନିଗମ ପକ୍ଷରୁ ଆଜି ଚଢାଉ…
Read More...