ରାସ୍ତା ଉପରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ, ଗଳାକାଟି ହତ୍ୟା ଅଭିଯୋଗ
ଗଜପତି (କେନ୍ୟୁଜ): ଯୁବକଙ୍କୁ ନିର୍ମମ ହତ୍ୟା! । ରାସ୍ତା ଉପରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ । କେହି ଦୁର୍ବୃତ୍ତ ତାଙ୍କ ଗଳାକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଉପଲଡ଼ା ବାଟସିରିପୁର ରାସ୍ତାରେ ପଡ଼ିଛି ମୃତଦେହ । ମୃତ ଯୁବକ ବାଟସିରିପୁର ଗାଁର ଏମ୍. ଲିଙ୍ଗରାଜ ।
ଗତକାଲି ଲିଙ୍ଗରାଜ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଆସିଥିଲେ । ହେଲେ ଆଜି ସକାଳୁ ଉଦ୍ଧାର ହୋଇଥିଲା…
Read More...