ଉତ୍ତରାଖଣ୍ଡ : ଗୁରୁଦ୍ୱାର ଡେରା ପ୍ରମୁଖଙ୍କୁ ଗୁଳି କରି ହତ୍ୟା, ସିସିଟିଭିରେ କଏଦ ହେଲା ଦୃଶ୍ୟ
ଉତ୍ତରାଖଣ୍ଡରେ ନାନକମତ୍ତା ସାହିବ ଗୁରୁଦ୍ୱାରର ଡେରା କାରସେବାର ପ୍ରମୁଖ ବାବା ତରସେମ ସିଂଙ୍କୁ ହତ୍ୟା କରାଯାଇଛି । ଆଜି ମୋଟରସାଇକେଲରେ ଯାଉଥିବା ବେଳେ ଅଜ୍ଞାତ ବ୍ୟକ୍ତି ତାଙ୍କ ଉପରକୁ ଗୁଳିମାଡ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି । ତେବେ ଉତ୍ତରାଖଣ୍ଡ ପୋଲିସ ଡେରା କାରସେବା ପ୍ରମୁଖଙ୍କୁ ହତ୍ୟା କରିବା ଘଟଣାରେ…
Read More...