ପ୍ରେଗ୍ନେନ୍ସିରେ ଆକ୍ସନ ଫିଲ୍ମ ସୁଟିଂ କରୁଛନ୍ତି ଦୀପିକା ପାଦୁକୋନ, ‘ସିଂଘମ ଏଗେନ’ ସେଟରୁ ଭାଇରାଲ ହେଉଛି ବେବିବମ୍ପ୍ ଫଟୋ
ଦୀପିକା ପାଦୁକୋନ ବଲିଉଡର ସବୁଠାରୁ ଲୋକପ୍ରିୟ, ସୁନ୍ଦର ଏବଂ ଟ୍ୟାଲେଣ୍ଟେଡ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ । ଦୀପିକା ପାଦୁକୋନ୍, ଯିଏକି ନିଜର ଦମଦାର ଅଭିନୟ ଯୋଗୁଁ ଫ୍ୟାନ୍ସଙ୍କ ହୃଦୟ ଜିତିବାରେ କୌଣସି ମୌକା ଛାଡି ନାହାଁନ୍ତି । ନିକଟରେ ଅଭିନେତ୍ରୀ ନିଜ ପ୍ରେଗ୍ନେନ୍ସି ଅନାଉନ୍ସ କରିଥିଲେ । ଆଜିକାଲି, ଦୀପିକା ନିଜ ପ୍ରେଗ୍ନେନ୍ସି ସହିତ କାର୍ଯ୍ୟରେ ମଧ୍ୟ ବ୍ୟସ୍ତ ଅଛନ୍ତି । ଅଧିକାଂଶ ଅଭିନେତ୍ରୀ ପ୍ରେଗ୍ନେଣ୍ଟ ହେବା…
Read More...