CAG ରେ ଖାଲିପଡିଛି ୧୧ ହଜାର ସରକାରୀ ଚାକିରି, ମାସକୁ ଦରମା ୯୨୩୦୦ ଟଙ୍କା

ସରକାରୀ ଚାକିରି ପାଇଁ ଚାହିଁ ରହିଥିବା ଯୁବପିଢିଙ୍କ ପାଇଁ ଖୁସି ଖବର। ଭାରତ ସରକାରଙ୍କ ନିୟନ୍ତ୍ରକ ଏବଂ ମହାଲେଖା ପରୀକ୍ଷକ(CAG) ଅଧିନରେ ହଜାର ହଜାର ପଦବୀ ଖାଲି ପଡିଛି। ଏହି ଖାଲି ପଡିଥିବା ପଦବୀ ପାଇଁ ୧୯ ଫେବ୍ରୁଆରୀ ୨୦୨୧ ପର୍ଯ୍ଯନ୍ତ ଆବେଦନ କରିପାରିବେ।

ପଦବୀ ବିବରଣୀ:

ଅଡିଟର: ୬୪୦୯
ଆକାଉଣ୍ଟାଣ୍ଟ: ୪୪୦୨

ଦରମା: ଅଡିଟର/ଆକାଉଣ୍ଟାଣ୍ଟ ପଦବୀ ପାଇଁ ମାସକୁ ୨୯୨୦୦ ହଜାର ଟଙ୍କାରୁ ୯୨୩୦୦ ଟଙ୍କା ରହିଛି।

ବୟସ ସୀମା: ଏହି ନିଯୁକ୍ତି ପାଇଁ ବୟସ ସୀମା ୧୮ ବର୍ଷରୁ ଆରମ୍ଭ ହୋଇ ୨୭ ବର୍ଷ ସର୍ବାଧିକ ରହିଛି।

CAG 1

ଶିକ୍ଷାଗତ ଯୋଗ୍ଯତା: ଏହି ନିଯୁକ୍ତି ପାଇଁ କୌଣସି ମାନ୍ଯତାପ୍ରାପ୍ତ ୟୁନିଭରସିଟିରେ ଗ୍ରାଜୁଏସନ କରିଥିବା ଆବଶ୍ଯକ। ଏହାସହିତ ତାଙ୍କୁ ସ୍ଥାନୀୟ ଭାଷା ଆସୁଥିବା ଜରୁରୀ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:

https://cag.gov.in./en

https://cag.gov.in/uploads/recruitment_notice/recruitmentNotices-06007f6e6e3dbd0-38877633.pdf

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.