ବ୍ୟାଙ୍କ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ, Bank Of Baroda ରେ ଖାଲିପଡିଛି ୧୯୮ ପଦବୀ
ବ୍ୟାଙ୍କ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ବ୍ୟାଙ୍କ ଅଫ ବରୋଦାରେ ଖାଲିପଡିଛି ଅନେକ ପଦବୀ। ବ୍ୟାଙ୍କ ଅଫ ବରୋଦାରେ ରିଲେସନସିପ ମ୍ୟାନେଜର ପଦରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି। ଜାରି ହୋଇଥିବା ନୋଟିଫିକେସନ ଅନୁଯାୟୀ ୧୯୮ ପଦରେ ଭର୍ତ୍ତି କରାଯିବ। ଏଠାରେ ଯୋଗ୍ୟ ପ୍ରାର୍ଥୀ ଭର୍ତ୍ତି ପାଇଁ ଅଧିକାରକ ନୋଟିଫିକେସନ ଦେଖିନିଅନ୍ତୁ । ଯଦି ଆପଣ ଏହିଖାଲି ପଡିଥିବା ପଦବୀରେ ଆବେଦନ କରିବାକୁ କରିପାରିବେ। ଅଧିକ ଜାଣିବା ପାଇଁ ବ୍ୟାଙ୍କର ଅଧିକାରକ ୱେବସାଇଟ bankofbaroda.in କୁ ଯାଇ ଅନଲାଇନ ଆବେଦନ କରିପାରିବେ।
ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୧ ଫେବୃଆରୀ, ୨୦୨୨ ପର୍ଯ୍ୟନ୍ତ ରହିଛି।
ପଦବୀ ବିବରଣୀ: ୧୯୮
ଏରିଆ ରିସିଭିଲ୍ ମ୍ୟାନେଜର: ୫୦
ଆସିଷ୍ଟାଣ୍ଟ ଭାଇସ ପ୍ରେସିଡେଣ୍ଟ: ୫୦
ଆଞ୍ଚଳିକ ରିସିଭିଲ୍ ମ୍ୟାନେଜର: ୪୮
ହେଡ ଷ୍ଟ୍ରାଟେଜି: ୧
ନ୍ୟାସନାଲ ମ୍ୟାନେଜର ଟେଲିକଲିଂ: ୧
ହେଡ୍ ପ୍ରୋଜେକ୍ଟ ଆଣ୍ଡ ପ୍ରୋସେସ: ୧
ନ୍ୟାସନାଲ ରିସିଭିଲ୍ ମ୍ୟାନେଜର: ୩
ଜୋନାଲ ରିସିଭିଲ୍ ମ୍ୟାନେଜର: ୨୧
ଷ୍ଟ୍ରାଟେଜି ମ୍ୟାନେଜର: ୩
ଷ୍ଟ୍ରାଟେଜି ମ୍ୟାନେଜର(ଡେପୁଟି ଭାଇସ ପ୍ରେସିଡେଣ୍ଟ): ୩
ଭେଣ୍ଡର ମ୍ୟାନେଜର: ୩
MIS ମ୍ୟାନେଜର: ୪
ଗ୍ରୀଭାନ୍ସ ମ୍ୟାନେଜର: ୧
ପ୍ରୋସେସ ମ୍ୟାନେଜର: ୪
ପ୍ରଡକ୍ଟ ମ୍ୟାନେଜର (ଆସିଷ୍ଟାଣ୍ଟ ଭାଇସ ପ୍ରେସିଡେଣ୍ଟ): ୩
ବୟସ ସୀମା: ଭିନ୍ନ ଭିନ୍ନ ପଦବୀ ପାଇଁ ଅଲଗା ଅଲଗା ବୟସ ସୀମା ରହିଛି।
ଶିକ୍ଷାଗତ ଯୋଗ୍ୟତା: ସମସ୍ତ ପଦବୀରେ ନିଯୁକ୍ତି ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରିତ କରାଯାଇଛି। ସେହିଭଳି ସମ୍ବନ୍ଧିତ ଟ୍ରେଡ ଡିଗ୍ରୀ ସହିତ ଯୋଗ୍ୟ ପ୍ରାର୍ଥୀଙ୍କ ପାଖରେ ନିର୍ଦ୍ଧାରିତ ଅଭିଜ୍ଞତା ହେବା ଜରୁରୀ। ଏହି ସମସ୍ତ ପଦରେ ଆବେଦନ ପାଇଁ ଅଲଗା ଅଲଗା ବୟସ ସୀମା ମଧ୍ୟ ନିର୍ଦ୍ଧାରିତ କରାଯାଇଛି।
ଆବେଦନ ଶୁଳ୍କ: ଜେନେରାଲ, EWS ଏବଂ ଓବିସି ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୬୦୦ ଟଙ୍କା ରହିଥିବା ଅନୁସୂଚିତ ଜାତି, ଅନୁସୂଚିତ ଜାତି, ମହିଳା, PWD ପାଇଁ ୧୦୦ ଟଙ୍କା ଆବେଦନ ଶୁଳ୍କ ଜମା କରିବାକୁ ହେବ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ..