BS6 ଇଞ୍ଜିନ ସହ ଲଞ୍ଚ ହେଲା ନୂଆ ମାରୁତି ସୁଜୁକି ଡିଜାୟାର୍, ଜାଣନ୍ତୁ କେତେ ରହିଛି ମୂଲ୍ୟ

ନୂଆଦିଲ୍ଲୀ : ମାରୁତି ସୁଜୁକି ନିଜର ପାଓ୍ବାରଫୁଲ କମ୍ପାକ୍ଟ ସିଡେନ୍ କାର ଡିଜାୟାର BS6 ବାରିଏଣ୍ଟ ଲଞ୍ଚ କରିଛି। ନୂଆ ମାରୁତି ଡିଜାୟାରର ମୂଲ୍ୟ ୫ଲକ୍ଷରୁ ଆରମ୍ଭ ହୋଇ ୯ ଲକ୍ଷ ମଧ୍ୟରେ ରହିଛି। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁକୁ ମାରୁତି ତାହାର ଡିଜାୟାର ଗାଡି ଗୁଡିକର ମୂଲ୍ୟ ଦ୍ବିଗୁଣିତ କରିଛି। ଯାହାର ପ୍ରାରମ୍ଭିକ ମୂଲ୍ୟ ୫,୮୨,୬୧୩ରୁ ଆରମ୍ଭ ହୋଇ ୯,୫୭,୬୨୨ ପର‌୍ୟ୍ୟନ୍ତ ରହିଛି। କମ୍ପାନୀ ଏହି ବର୍ଦ୍ଧିତ ନୂଆ ମୂଲ୍ୟ ଆସନ୍ତା ଜୁନ ୨୦ରୁ ଆରମ୍ଭ କରିବାକୁ ଯାଉଛି।

ଫିଚର

କମ୍ପାନୀ ଡିଜାୟାରର ସମସ୍ତ ମଡେଲ୍ସରେ ସେଫ୍ଟି ଫିଚରକୁ ସାମିଲ କରିଛି। ଫ୍ରଣ୍ଟ ସିଟ ପାଇଁ ଗାଡିରେ ସିଟ-ବେଲ୍ଟ ରିମାଇଣ୍ଡର, ସ୍ପିଡ ଆଲର୍ଟ ସିଷ୍ଟମ ଏବଂ ରିୟର ପାକିଂ ସିଷ୍ଟମ ଦିଆଯାଇଛି। ମାରୁତି ଡିଜାୟାରରେ ୧.୨ଲିଟରର କେ୧୨ବି ପେଟ୍ରୋଲ ଇଞ୍ଜିନ ଲଗାଯାଇଛି। ଏହା ବ୍ୟତୀତ ଡିଜାୟାରରେ ଆପଣ ୧.୩ ଲିଟର ଡିଜେଲ ଇଞ୍ଜିନ ମଧ୍ୟ ପାଇ ପାରିବେ।

KNews Bureau

Recent Posts

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

11 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

36 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

40 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

43 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

49 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

1 hour ago