ଓଡିଶା ଡାକ ବିଭାଗରେ ଖାଲିପଡିଛି ୨୦୬୦ଟି ପଦବୀ, ଜଲଦି କରନ୍ତୁ ଆବେଦନ

ଆପଣ ଓଡିଶାରେ ଚାକିରି ଖୋଜୁଛନ୍ତି କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଓଡିଶା ସରକାରଙ୍କ ଅଧିନରେ ଗ୍ରାମୀଣ ଡାକ ସେବକ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ବିଭାଗ ପାଇଁ ୨୦୬୦ଟି ପଦବୀ ଖାଲିପଡିଛି। ଏଥିପାଇଁ ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ଅନଲାଇନ ମାଧ୍ୟମରେ ଜଲଦି କରନ୍ତୁ ଆବେଦନ।

ପଦବୀ ସଂଖ୍ୟା:

ଗ୍ରାମୀଣ ଡାକ ସେବକ : ୨୦୬୦

ତାରିଖ : ଆବେଦନ କରିବାର ତାରିଖ ୧ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ବେଳେ ଆବେଦନ କରିବାର ଶେଷ ତାରିଖ ୩୦ ସେପ୍ଟେମ୍ବର ରହିଛି।

job

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ଦଶମ ପାସ୍‌ କରିଥିବା ନିହାତି ଆବଶ୍ୟକ। ଏହାସହିତ କମ୍ପ୍ୟୁଟରରେ ସର୍ବନିମ୍ନ ଯୋଗ୍ୟତା ଜାଣିଥିବା ଦରକାର। ଏହାଛଡା ପ୍ରାର୍ଥୀ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷାରେ ଶିକ୍ଷାଗତ ଯୋଗ୍ୟତା ଥିବା ଦରକାର।

ବୟସ : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୧୮ ବର୍ଷ ହୋଇଥିବା ବେଳେ ସର୍ବାଧିକ ବୟସ ୪୦ ବର୍ଷ ହୋଇଥିବା ଆବଶ୍ୟକ।

କେମିତି କରିବେ ଆବେଦନ :

ପ୍ରଥମେ Odisha Post Office Recruitment 2020 ଲିଙ୍କରେ କ୍ଲିକ କରନ୍ତୁ। ପେଜ ଓପନ ହେବା ପରେ ନିର୍ଦ୍ଦେଶାବଳୀକୁ ପଢି ଅନଲାଇନ ପୂରଣ କରନ୍ତୁ।

You might also like