bike ରାଇଡରସଙ୍କ ପାଇଁ ଖୁସି ଖବର, ୨୦୨୦ରେ ଲଞ୍ଚ ହେବ ଏହି ୪ ଅପକମିଂ ଆଡଭେନଚର୍‌ ବାଇକ

ktm 790 adventure

ଏହାର ଦାମ ୧୦ ରୁ ୧୧ ଲକ୍ଷ ଭିତରେ ରଖାଯାଇପାରେ। ଏହାକୁ ଲମ୍ବା ସମୟ ଧରି ଗ୍ରାହକ ଅପେକ୍ଷା କରିଥିଲେ। କମ୍ପାନୀ ଏହାକୁ ଚଳିତ ବର୍ଷ ବହୁତ ଜଲଦି ଲଞ୍ଚ କରିପାରେ।

ktm

benelli trk 251

ଏଣ୍ଟ୍ରୀ ଲେଭେଲର ଆଡଭେନଚର ଟୁରର ବାଇକର ଦାମ ଦୁଇ ଲକ୍ଷରୁ ୨.୫ ଲକ୍ଷ ଟଙ୍କା ଭିତରେ ହୋଇପାରେ। ଏହି ବାଇକ ବହୁତ ଜଲଦି ଲଞ୍ଚ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

Benelli

triumph tiger 900

ଏହି ଆଡଭେନଚର ବାଇକ ଭାରତରେ ଅପ୍ରିଲ-ମଇରେ ଲଞ୍ଚ ହେବ। ଏହାର ଦାମ ୧୧-୧୩ ଲକ୍ଷ ଟଙ୍କା ରହିବ। ଏହା କମ୍ପାନୀର ମିଡଲବେଟ ଆଡଭେନଚର ବାଇକର ଲାଟେଷ୍ଟ ଜେନେରେସନ୍‌ ମଡେଲ ଅଟେ।

triumph

ktm 390 adventure

ଏହି ବାଇକର ଏକ୍ସ-ସୋରୁମ୍‌ ଦାମ ପ୍ରାୟ ୩ ଲକ୍ଷ ଟଙ୍କା ରହିପାରେ। ବାଇକ ରାଇଡର୍ସ ଏହି ବାଇକକୁ ଲମ୍ବା ସମୟ ଧରି ଅପେକ୍ଷା କରିରହିଛନ୍ତି।

4th bike

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.