ଯଦି ନିକଟରେ ଅଛି ଏପରି ୫୦୦ ଟଙ୍କିଆ ନୋଟ୍, ତେବେ ଆପଣ ବି ହୋଇପାରିବେ କୋଟିପତି

five hundred rupeesକେବେ,କେଉଁଠି,କେମିତି ଭଗ୍ୟ ବଦଳିଯାଏ କାହାକୁ ଜଣା ନଥାଏ । ଅନେକ ସମୟରେ ଆମେ ଦେଖିଛେ ହଠାତ୍ ଭାଗ୍ୟ କେତେବେଳେ ବଦଳିଯାଇଥାଏ କିଛି ବୁଝି ହୋଇ ନଥାଏ। ଦୁନିଆରେ ଏମିତି ଘଟଣା ବିଷୟରେ ଶୁଣିବାକୁ ମିଳିଯାଏ ଯାହା ବହୁତ ଅଜବ ହୋଇଥାଏ। ଅନେକ ଲୋକଙ୍କ ଭାଗ୍ୟ ଘରେ ରହି ମଧ୍ୟ ବଦଳି ଯାଇଥାଏ ଯାହା ପର ମୁହୁର୍ତ୍ତରେ ତାଙ୍କ ଜୀବନରେ କେବଳ ଶାନ୍ତି ଦେଇଥାଏ । ଆଜି ଆପଣଙ୍କୁ ଏମିତି ଟଙ୍କା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଭାଗ୍ୟ ବଦଳାଇଦେଇପାରେ । ଯଦି ଆପଣଙ୍କ ପାଖରେ ସେହି ଟଙ୍କା ଥାଏ ତେବେ ଆପଣଙ୍କୁ କୋଟିପତି ହେବାରୁ କେହି ଅଟକାଇପାରିବେ ନାହିଁ ।

500 notesଆଜି ଆମେ ଯେଉଁ ଟଙ୍କା ବିଷୟରେ କହିବାକୁ ଯାଉଛୁ ତାହା ୫୦୦ ଟଙ୍କିଆ ନୋଟ୍ । ଏହି ଟଙ୍କା ଏତେ ସ୍ବତନ୍ତ୍ର ଯେ ଯାହା ଦ୍ବାରା ଆପଣ କୋଟିପତି ହୋଇପାରିବେ। ଏହି ଟଙ୍କାର ସ୍ବତନ୍ତ୍ରତା ଏହା ଯେ ଏଥିରେ କିଛି ସ୍ବତନ୍ତ୍ର ଶବ୍ଦ ଲେଖା ହୋଇଛି ।ଏହି ସ୍ବତନ୍ତ୍ର ଶବ୍ଦ ଥିବା ଟଙ୍କାକୁ ’ଷ୍ଟାର ସିରିଜ’ ଟଙ୍କା କୁହାଯାଏ । ଏହି ଟଙ୍କାକୁ ବିକ୍ରି କରି ଆପଣ ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରି ପାରିବେ। ଏହି ଟଙ୍କା ବହୁତ କମ ମାତ୍ରାରେ ମିଳି ଥାଏ ଯେଉଁ କାରଣରୁ ଏହାର ଡିମାଣ୍ଡ ବହୁତ ଅଧିକ ହୋଇଥାଏ। ଏହି ଟଙ୍କାକୁ ପାଖରେ ରଖିଲେ ଲୋକମାନେ ଶୁଭ ବୋଲି ମାନିଥାନ୍ତି । ଏହି କାରଣରୁ ଏହାକୁ କେହି ବିକ୍ରି କରି ନଥାନ୍ତି। କିନ୍ତୁ ଯଦି ଏହାକୁ ବିକ୍ରି କରାଯାଏ ତେବେ ଆପଣ ସହଜରେ ବହୁତ ଶୀଘ୍ର କୋଟିପତି ହୋଇପାରିବେ।

five hundreds rupees

ଆପଣଙ୍କ ପାଖରେ ଯଦି ଏମିତି ଟଙ୍କା ଅଛି ତେବେ ଉପାର୍ଜନ କରିବାକୁ ପ୍ରସ୍ତୁତ ହୋଇ ଯାଆନ୍ତୁ ଏହି ଟଙ୍କାକୁ ନିଜ ପାଖରେ ନ ରଖି ବିକ୍ରି କରି ଦିଅନ୍ତୁ କାରଣ ,ଏହାର ମୂଲ୍ଯଲକ୍ଷରେ ନୁହେଁ କୋଟିରେ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.