ବ୍ୟବସାୟ ଓ ଅର୍ଥନୀତି

ବିନା ପରୀକ୍ଷାରେ ସରକାରୀ ଚାକିରିର ସୁଯୋଗ, ନିଯୁକ୍ତି ପାଇଁ ଜଲଦି କରନ୍ତୁ ଆବେଦନ

ବିହାର ରାଜ୍ୟର ହେଲ୍ଥ ସୋସାଇଟି (SHSB) ପକ୍ଷରୁ ଆଶା ଟ୍ରେନର ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକାଶ ପାଇଛି। ଇଛୁକ ପ୍ରାଥୀ ଏହି ପଦବୀରେ ଆବେଦନ କରିବାକୁ ଚାହୁଁଥିଲେ ଆସନ୍ତାକାଲି ଅର୍ଥାତ ୩୧ ଅକ୍ଟୋବର ୨୦୨୦ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ଜରୁରୀ ତାରିଖ

ଆବେଦନ ପତ୍ର ଜମା କରିବାର ପ୍ରାରମ୍ଭିକ ତାରିଖ- ୨୫ ସେପ୍ଟେମ୍ବର ୨୦୨୦

ଆବେଦନ ପତ୍ର ଜମା କରିବାର ଶେଷ ତାରିଖ- ୩୧ ଅକ୍ଟୋବର ୨୦୨୦

ପଦବୀ ନାମ ଏବଂ ପଦ ସଂଖ୍ୟା

ଆଶା ଟ୍ରେନର- ୫୦୦

ଶିକ୍ଷାଗତ ଯୋଗ୍ୟତା

ଏହି ପଦବୀରେ ଆବେଦନ କରିବା ପାଇଁ ଆବେଦନକାରୀଙ୍କ ପାଖରେ ଏଏନଏମ/ଜିଏନଏମ ରେ ଡିପ୍ଲୋମା କିମ୍ବା ବିଏସସି ନର୍ସିଂ କିମ୍ବା ପୋଷ୍ଟ ବେସିକ ବିଏସସି ନର୍ସିଂ ବିଏଏମଏସ କିମ୍ବା ବିୟୁଏମଏସ, ବିଏଚଏମଏସ କିମ୍ବା ପିଜି ଡିପ୍ଲୋମା ଇନ ପବ୍ଲିକ ହେଲ୍ଥ ଏବଂ ସୋସିଆଲ ସାଇନ୍ସ ଉପରେ ଅଭିଜ୍ଞତା ଥିବା ଆବଶ୍ୟକ। ଏଥିସହ କାଉନସିଲରେ ରେଜିଷ୍ଟ୍ରେସନ ଏବଂ ସମ୍ବନ୍ଧିତ କ୍ଷେତ୍ରରେ ୨ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

ବୟସ ସୀମା

ଉପରୋକ୍ତ ପଦବୀରେ ଆବେଦନ ପାଇଁ ଆବେଡକାରୀଙ୍କ ନ୍ୟୁନତମ ବୟସ ସୀମା ୨୫ ବର୍ଷ ଏବଂ ଅଧିକତମ ବୟସ ସୀମା ୬୫ ବର୍ଷ ନିର୍ଧାରିତ କରାଯାଇଛି।

ଆବେଦନ ଶୁଳ୍କ

ସାମାନ୍ୟ/ ଆର୍ଥିକ ସମସ୍ୟା ଥିବା ବ୍ୟକ୍ତି/ ବିସି/ଏମବିସି ବର୍ଗଙ୍କ ପାଇଁ ଆବେଦନ ରାଶି – ୫୦୦ ଟଙ୍କା

ଏସଏସସି/ଏସଟି ଏବଂ ମହିଳା ଆବେଦନକାରୀଙ୍କ ପାଇଁ ଆବେଦନ ରାଶି – ୨୫୦ ଟଙ୍କା

ଚୟନ ପ୍ରକ୍ରିୟା

ଏହିପଦବୀରେ ଆବେଦନକାରୀଙ୍କୁ ଏକାଡେମିକ କ୍ବାଲିଫିକେସନ ଏବଂ କାର୍ଯ୍ୟ କ୍ଷେତ୍ରରେ ଅନୁଭୂତି ଅନୁଯାୟୀ ଚୟନ କରାଯିବ। ଏଥିସହ ଉପୋରକ୍ତ ପଦବୀରେ ନିଯୁକ୍ତି ପାଇଁ କୋୖଣସି ଲିଖିତ ପରୀକ୍ଷା ଦେବାକୁ ପଡିବ ନାହିଁ।

KNews Bureau

Recent Posts

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

50 seconds ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

9 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

11 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

19 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

44 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

53 mins ago