AAI Recruitment : ସ୍ନାତ୍ତକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ଆବେଦନ ପାଇଁ ଦେବାକୁ ପଡିବନି ଶୁଳ୍କ

(Airports Authority of India) ଭାରତୀୟ ବିମାନ କ୍ଷେତ୍ର ପ୍ରାଧିକରଣ (AAI) ରେ ଅନେକ ପଦବୀରେ ନିଯୁକ୍ତି ଜାରି ରହିଛି। ଏହା ଅପ୍ରେଟିସ୍‌ର ୧୨୨ଟି ଖାଲି ପଦବୀରେ ନିଯୁକ୍ତି କରାଯିବ। ସୂଚନା ମୁତାବକ ଏହି ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ୦୪ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଜାରି ରହିଛି। ଆବେଦନକାରୀଙ୍କୁ ଆବେସଦନ କରିବା ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ।

ପଦବୀ ନାମ:

ଗ୍ରାଜୁଏଟ୍‌ ଅପ୍ରେଟିସ୍‌- ୫୭ ପଦ

ଟେକ୍ନିକାଲ ଅପ୍ରେଟିସ୍‌- ୪୮ ପଦ

ଟ୍ରେଡ ଅପ୍ରେଟିସ୍‌- ୧୭ ପଦ

aai-ମହତ୍ତ୍ୱପୂର୍ଣ୍ଣ ତାରିଖ:

ଆବେଦନ କରିବାର ଶେଷ ତାରିଖ: ୦୪ ମାର୍ଚ୍ଚ ୨୦୨୦

ବୟସ ସୀମା:

ଆବେଦନକାରୀଙ୍କ ପାଇଁ ଅଦିକତମ ବୟସ ସୀମା ୨୬ ବର୍ଷ ନିର୍ଦ୍ଦାରିତ କରାଯାଇଛି।

ଶିକ୍ଷାଗତ ଯୋଗ୍ୟତା:

ଆବଦେନକାରୀମାନେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଡିଗ୍ରୀ କିମ୍ବା ତିନ ବର୍ଷର ଡିପ୍ଲୋମା କରିଥିବା ଆବଶ୍ର୍ୟକ।

airport-ଏପରି କରନ୍ତୁ ଆବେଦନ:

ଇଛୁକ ଆବଦେନକାରୀ www.mhrdnats.gov.in େଓ୍ଵବସାଇଟ୍‌ ଜରିଆରେ ଅନଲାଇନ୍‌ ଆବେଦନ କରିପାରିବେ।

ଚୟନ ପ୍ରକ୍ରିୟା:

ଆବେଦନକାରୀଙ୍କୁ ମେରିଟ୍‌ ଆଧାରରେ ଚୟନ କରାଯିବ।

Leave A Reply

Your email address will not be published.