ଏୟାରଟେଲର ଏହି ପ୍ଲାନରେ ୟୁଜରଙ୍କୁ ମିଳିବ ଡବଲ ଟକଟାଇମ ସହ ମାଗଣା ଡାଟା

ଭାରତର ପ୍ରମୁଖ ଟେଲିକମ୍ କମ୍ପାନୀ ଏୟାରଟେଲ ଗ୍ରାହକଙ୍କୁ ଅଧିକ ଲାଭ ଦେବା ପାଇଁ 65 ଟଙ୍କିଆ ସ୍ମାର୍ଟ ରିଚାର୍ଜ ପ୍ଲାନ ଅପଡେଟ କରିଛି। ଏଥିସହ କମ୍ପାନୀ ଅନ୍ୟ କେତେକ ସ୍ମାର୍ଟ ରିଚାର୍ଜ ପ୍ୟାକକୁ ମଧ୍ୟ ଭାରତୀୟ ଟେଲିକମ୍ ବଜାର ପ୍ରବେଶ କରାଇଛି। ରିପୋର୍ଟ ମୁତାବକ ଏୟାରଟେଲ ୟୁଜରଙ୍କୁ 65 ଟଙ୍କିଆ ପ୍ୟାକରେ ଡବଲ ଟକଟାଇମ ଦେବ। ତେବେ କେତେକ ବଛା ବଛା ସର୍କଲରେ କମ୍ପାନୀ ଏହି ପ୍ଲାନ ଲାଗୁକରିବ ବୋଲି ସୂଚନା ମିଳିଛି। ଏହି ପ୍ୟାକରେ ଗ୍ରାହକ 200 mp ଡାଟା ଏବଂ 60 ପଇସା ପ୍ରତି ମିନିଟ ରେ ଭଏସ କଲର ଫାଇଦା ଉଠାଇ ପାରିବେ।

ଏୟାରଟେଲ ଗ୍ରାହକ ଏହି ପ୍ଲାନରେ 130 ଟଙ୍କାର ଟକ ଟାଇମ ମିଳିବ। ଏଥିସହ ୟୁଜରଙ୍କୁ 200 MB ଡାଟା ମିଳିବ। ଏଥିସହ ଉପଭୋକ୍ତା 60ପଇସା ପ୍ରତି ମିନିଟ ମୂଲ୍ୟରେ ଭଏସ କଲ କରିପାରିବେ। ଏହି ରିଚାର୍ଜ ପ୍ୟାକର ବୈଧତା 28 ଦିନ ରହିବ। ଆସାମ, ବିହାର, ଝାଡ଼ଖଣ୍ଡ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଜମ୍ମୁ-କାଶ୍ମୀର, ମଧ୍ୟ ପ୍ରଦେଶ, ଛତିଶଗଡ଼, ଓଡ଼ିଶା, ରାଜସ୍ଥାନ, ୟୁପି ପଶ୍ଚିମ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ ପ୍ରମୁଖ ରାଜ୍ୟର ୟୁଜର 65 ଟଙ୍କିଆ ପ୍ଲାନର ଫାଇଦା ଉଠାଇପାରିବେ।

ଏହାସହ ପଢ଼ନ୍ତୁ :  ମାତ୍ର 29,999ଟଙ୍କାରେ କିଣନ୍ତୁ Samsung Galaxy S9, ଦେଖନ୍ତୁ ଫ୍ଲିପକାର୍ଟର ଆକର୍ଷଣୀୟ ଅଫର

ଏୟାରଟେଲ ପୂର୍ବରୁ 10,20 ଓ 50 ଟଙ୍କିଆ ପ୍ୟାକକୁ ଭାରତୀୟ ବଜାର ପ୍ରବେଶ କରାଇଥିଲା।

WCW 11

Recent Posts

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

7 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

7 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

10 hours ago