ଅମାଜାନ ରିପବ୍ଲିକ ସେଲ : ମାତ୍ର ୧ ଟଙ୍କାରେ ଫ୍ରି ବୁକ୍ କରନ୍ତୁ ଆପଣଙ୍କ ପସନ୍ଦର ଗେଜେଟ, ପାଆନ୍ତୁ ବହୁତ ସୁବିଧା

ଆସନ୍ତା ୧୭ ତାରିଖରୁ ଆରମ୍ଭ ହୋଇଛି ଅମାଜାନର ଗ୍ରେଟ ରିପବ୍ଲିକ ସେଲ । ଏଥିରେ ବହୁତ ସୁନ୍ଦର ଅଫର ରହିଛି । ଏଥିରେ ଆପଣଙ୍କର ପସନ୍ଦର ଦ୍ରବ୍ୟ ଆଉଟ ଅଫ୍ ଷ୍ଟକ ହୋଇଯିବା ପୂର୍ବରୁ ଆପଣ ୧ ଟଙ୍କାରେ କୌଣସି ଗେଜେଟ ଯଥା ଲାପଟପ, କମ୍ପ୍ୟୁଟର, ହେଡଫୋନ୍ ଓ କିଛି ଅନ୍ୟ ଦ୍ରବ୍ୟର ଫ୍ରି ବୁକ୍ କରିପାରିବେ ।
ଘରୋଇ ବ୍ୟବହୃତ ଦ୍ରବ୍ୟ ଉପରେ ଅଧିକ ରିହାତି
ଏହି ସେଲରେ ଘରୋଇ ଦ୍ରବ୍ୟ ପାଇଁ ବମ୍ପର ଡିସକାଉଣ୍ଟ ଓ କ୍ୟାସବ୍ୟାକ୍ ବ୍ୟବସ୍ଥା ରହିଛି । ଏହି ସେଲରେ ଏକ୍ସଚେଞ୍ଜ ଅଫର ଓ ନୋ କଷ୍ଟ EMI ସୁବିଧା ବି ନେଇପାରିବେ । ସେଲରେ ସ୍ମାର୍ଟ ଟିଭ,ଫି୍ରଜ୍, ଓ୍ଵାଶିଂ ମେସିନ ଓ ବହୁ ବଡ଼ ଦ୍ରବ୍ୟରେ ଡିସକାଉଣ୍ଟ ନେଇପାରିବେ । ଏହି ସେଲରେ ୩୪,୯୯୯ ଟଙ୍କାର Redmi 43 Inch Smart TV କୁ ମାତ୍ର ୨୨,୯୯୯ ଟଙ୍କାରେ ନେଇପାରିବେ । ଏଥିରେ ରହିଛି ପୁରା ୧୨ ହଜାର ଟଙ୍କାର ଡିସକାଉଣ୍ଟ ।
ଅମାଜାନ ଗ୍ରେଟ ରିପବ୍ଲିକ ସେଲ
. ପ୍ରାଇମ ମେମ୍ବରସ ଏହି ସେଲକୁ ୨୪ ଘଣ୍ଟା ପୂର୍ବରୁ (୧୬ ଜାନୁଆରୀ) ରୁ ଏକ୍ସେସ କରିପାରିବେ ।
. ସେଲ୍ରେ ୮୦ ରୁ ଅଧିକ ନୂଆ ପ୍ରଡକ୍ଟ ଲଞ୍ଚ ହେବ ।
. ୨୦ ଲକ୍ଷରୁ ଅଧିକ ପ୍ରଡକ୍ଟ ଉପରେ ଅମାଜାନ କୁପନ ମିଳିବ ।
. SBI କାର୍ଡ ରେ ପେମେଣ୍ଟ କଲେ ଅଧିକ ୧୦ % ଡିସକାଉଣ୍ଟ ।
. ଫ୍ରି ହୋମ୍ ଡେଲିଭରି ର ସୁବିଧା ।