ବ୍ୟବସାୟ ଓ ଅର୍ଥନୀତି

Amul ଦେଉଛି ବମ୍ପର୍‌ ରୋଜଗାରର ମଉକା; ମାତ୍ର ଏତିକି ଘଣ୍ଟା କରିବାକୁ ହେବ କାମ…ପ୍ରତ୍ୟେକ ମାସରେ ମିଳିବ ୫ ଲକ୍ଷ ଟଙ୍କା

ଯଦି ଆପଣ ବି କୌଣସି ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି, ତ ଆପଣଙ୍କ ପାଇଁ ରହିଛି ଏକ ଭଲ ଖବର। ଆଜି ଆମେ ଆପଣଙ୍କୁ ଏମିତି ଏକ ପ୍ରଡକ୍ଟର ବିଜନେସ୍‌ ବିଷୟରେ କହିବୁ, ଯାହାର ପ୍ରତ୍ୟେକ ଘରେ ଆଦର ରହିଛି। ଏହି ବିଜନେସ୍‌ ଜରିଆରେ ଆପଣ ପ୍ରତ୍ୟେକ ଦିନ ମୋଟା ଲାଭ କମାଇ ପାରିବେ। ଏହି ବିଜନେସ୍‌କୁ ଯଦି ଆପଣ ଲାର୍ଜ ସ୍କେଲରେ କରୁଛନ୍ତି, ତା’ ହେଲେ ମାସିକ ରୋଜଗାର ୫ ଲକ୍ଷ ଟଙ୍କା ହୋଇପାରେ। ଆପଣ ଅମୁଲ କମ୍ପାନୀ ସହ ଯୋଡ଼ି ହୋଇ ଏହି ରୋଜଗାର କରି ପାରିବେ।

ଅମୁଲ ନିଜ ବିଜନେସ୍‌କୁ ବଢ଼ାଇବା ପାଇଁ ଆପଣଙ୍କୁ ବମ୍ପର ରୋଜଗାରର ମଉକା ଦେଉଛି। ଏହି କ୍ରମରେ ଅମୁଲ ତରଫରୁ ଫ୍ରାଞ୍ଚାଇଜି ମଧ୍ୟ ଦିଆଯାଇଥାଏ, ତା’ ହେଲେ ଆପଣ ଅମୁଲ କ୍ଷୀରର ବିଜନେସ୍‌ ଜରିଆରେ ଭଲ ରୋଜଗାର କରି ପାରିବେ।

ଏହି ବ୍ୟବସାୟକୁ ଆପଣ ଦୁଇଟି ଉପାୟରେ ଆରମ୍ଭ କରି ପାରିବେ। ଯଦି ଆପଣ ଆଉଟଲେଟ୍ ନେଉଛନ୍ତି, ତା’ ହେଲେ ଆପଣଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିବାକୁ ପଡିବ। ସେପଟେ ଯଦି ଆପଣ ଫ୍ରାଞ୍ଚାଇଜ୍ ନେଉଛନ୍ତି, ତା’ ହେଲେ ଏଥିପାଇଁ ଆପଣଙ୍କୁ ପାଖାପାଖି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିବାକୁ ହେବ। କହି ରଖୁଛୁ, ଆରମ୍ଭରେ ଆପଣଙ୍କୁ ସିକ୍ୟୁରିଟି ବାବଦରେ ପ୍ରାୟ ୨୫ରୁ ୫୦ ହଜାର ଟଙ୍କା ଦେବାକୁ ହୋଇଥାଏ।

ଯଦି ଆପଣ ବି ଫ୍ରାଞ୍ଚାଇଜ୍ ନେବାକୁ ଯୋଜନା କରୁଛନ୍ତି, ତା’ ହେଲେ ଆପଣଙ୍କୁ ଅଫିସିଆଲ୍ ଆଇଡି retail@amul.coopକୁ ଯିବାକୁ ହେବ। ଏଠାରେ ଆପଣଙ୍କୁ ଏହି ଲିଙ୍କ୍ http://amul.com/m/amul scooping parlours ଉପରେ କ୍ଲିକ୍ କରିବାକୁ ପଡିବ। ଏହି ଲିଙ୍କ୍ ଜରିଆରେ ଆପଣ ସମସ୍ତ ସୂଚନା ପାଇ ପାରିବେ। ଅମୁଲ ଫ୍ରାଞ୍ଚାଇଜ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ, ଫ୍ରାଞ୍ଚାଇଜ ଜରିଆରେ ପ୍ରତି ମାସରେ ପାଖାପାଖି ୫ରୁ ୧୦ ଲକ୍ଷ ଟଙ୍କାର ବିକ୍ରି ହୋଇପାରିବ।

ଯଦି ସ୍ପେସ୍ ବିଷୟରେ କଥା ହେବା, ତ ଏହି ବ୍ୟବସାୟ ପାଇଁ ଆପଣଙ୍କୁ ପାଖାପାଖି ୧୫୦ ବର୍ଗଫୁଟ ଜାଗା ଦରକାର ପଡ଼ିବ। ଯଦି ଆପଣ ଆଇସ୍‌କ୍ରିମ ପାର୍ଲର କିମ୍ବା ବିଜନେସ୍‌କୁ ଆଗକୁ ବଢ଼ାଉଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ଅଧିକ ଜାଗା ଆବଶ୍ୟକ ହେବ। ଯଦି ଆୟ ବିଷୟରେ କହିବା, ତ ଅମୁଲ ତରଫରୁ ଉତ୍ପାଦ ଉପରେ କମିଶନ ମିଳିଥାଏ। ଯେମିତି କି, ଦୁଗ୍ଧ ପ୍ୟାକେଟରେ ୨.୫ ପ୍ରତିଶତ, ମିଲ୍କ ପ୍ରଡକ୍ଟ ଉପରେ ୧୦ ପ୍ରତିଶତ, ଆଇସ୍‌କ୍ରିମ ଉପରେ ୨୦ ପ୍ରତିଶତର କମିଶନ ମିଳିଥାଏ। ସେହିପରି ଆପଣଙ୍କୁ ରେସିପି ବେସ୍‌ଡ ଆଇସ୍‌କ୍ରିମ, ଶେକ୍, ପିଜା, ସାଣ୍ଡୱିଚ୍, ହଟ୍‌ ଚକୋଲେଟ୍ ଡ୍ରିଙ୍କ୍‌ ଉପରେ ୫୦ ପ୍ରତିଶତ କମିଶନ ମିଳିଥାଏ।

Roshni

Recent Posts

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

10 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

12 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

47 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

58 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

1 hour ago