ଚାକିରି ଖୋଜୁଛନ୍ତି କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତ ସରକାରଙ୍କ ନ୍ଯାସନାଲ ଥର୍ମାଲ ପାୱର କର୍ପୋରେସନରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। NTPC ଡିପ୍ଲୋମା ଇଂଜିନିୟରର୍ସ ପଦ ପାଇଁ ଆବେଦନ ଗ୍ରହଣ କରୁଛି। ଯୋଗ୍ଯ ଏବଂ ଇଚ୍ଛୁକ ପ୍ରାର୍ଥୀ ଶେଷ ତାରିଖ ପୂର୍ବରୁ ଆବେଦନ କରିଦିଅନ୍ତୁ। ଏହି ପଦବୀରେ ଆବେଦନ କରିବାର ଶେଷ ତାରିଖ ୨୩ ନଭେମ୍ବର ଥିଲା କିନ୍ତୁ ଏବେ ଏହାକୁ ୧୨ ଡିସେମ୍ବର ପର୍ଯ୍ଯନ୍ତ ବଢ଼ାଇ ଦିଆଯାଇଛି।
ଅନଲାଇନରେ ଆବେଦନ କରିବା ପାଇଁ NTPCର ଅଫିସିଆଲ ୱେବସାଇଟ ntpc.co.in କୁ ଯିବାକୁ ହେବ। NTPC ନିଜର ୱେବସାଇଟ, ntpc.co.in ଏବଂ ntpccareers.net କୁ ଯାଇ ନୋଟିଫିକେସନ ପଢିନିଅନ୍ତୁ।
ପଦବୀ ବିବରଣୀ: ୭୦
ଆବେଦନ କରିବାର ଶେଷ ତାରିଖ: ୧୨ ଡିସେମ୍ବର
ବୟସ: ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୨୫ ବର୍ଷ ହେବା ଆବଶ୍ଯକ।
ଏଠାରେ ଆବେଦନ କରୁଥିବା ପ୍ରାର୍ଥୀ ପ୍ରଥମ ପର୍ଯ୍ଯାୟ ପରୀକ୍ଷା ପାଇଁ ଆଡମିଟ କାର୍ଡ ଡିସେମ୍ବର ୨୦୨୦ର ଶେଷ ସପ୍ତାହରେ ଉପଲବ୍ଧ ହେବ। ଏହି ପରୀକ୍ଷା ଜାନୁଆରୀ ୨୦୨୧ରେ ଆରମ୍ଭ ହେବ। ଦୁଇଟି ପର୍ଯ୍ଯାୟରେ ଅନଲାଇନ ଟେଷ୍ଟ କରାଯାଇ ଚୟନ କରାଯିବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି।
ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…
କନ୍ଧମାଳ : କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…
ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…
ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…
ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…
ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…