ଭାରତୀୟ କୋଷ୍ଟଗାର୍ଡରେ ଚାକିରି, ମାଷ୍ଟର ଡିଗ୍ରୀ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ଭାରତୀୟ କୋଷ୍ଟଗାର୍ଡରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଆବେଦନ କରିବାକୁ ଚାହୁଁଥିବା ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଏହି ପଦରେ ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟ jionindiancoastguard.gov.in କୁ ଯାଇ ଆବେଦନ କରିପାରିବେ ।

ଜରୁରୀ ତାରିଖ: ଫେବୃୟାରୀ ୧୨ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ୧୪ ମାର୍ଚ୍ଚ ଆବେଦନର ଅନ୍ତିମ ତାରିଖ ରହିଛି ।

ପଦବୀ ବିବରଣୀ: ୧୧

ଅଣ ସଂରକ୍ଷିତ: ୩
EWS : ୧
ଓବିସି: ୩
ଏସସି: ୩
ଏସଟି: ୧

ଦରମା: ମାସିକ ୩୫,୪୦୦/୧,୧୨,୪୦୦ ମାସିକ ଟଙ୍କା

ବୟସ ସୀମା: ଆବେଦନକାରୀଙ୍କ ବୟସ ୩୦ ବର୍ଷରୁ ଅଧିକ ହୋଇନଥିବା ଜରୁରୀ।

ଶିକ୍ଷାଗତ ଯୋଗ୍ୟତା: ଆବେଦନକାରୀ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ୟୁନିଭରସିଟିରୁ ଅର୍ଥନୀତି, ବାଣିଜ୍ୟ, ପରିସଂଖ୍ୟାନ କିମ୍ବା ବିଜନେସ ଷ୍ଟଡିଜ ମାଷ୍ଟର ଡିଗ୍ରୀ କରିଥିବା ଜରୁରୀ। ଏହା ସହିତ ୧ ବର୍ଷର ଅଭିଜ୍ଞତା ଥିବା ଜରୁରୀ।

ଆବେଦନ ଠିକଣା: The Director General {for PD Rectt}, Coast Guard Headquarter, Directorate of Recruitment, C-1, Phase-II, Industrial Area, Sector-62, Noida, UP-201309“

ଯୋଗ୍ୟତା ତଥା ସଂପୂର୍ଣ୍ଣ ବିବରଣୀ ଜାଣିବା ପାଇଁ ଏହି ଲିଙ୍କରେ ଯାଇ ଅଫିସିଆଲ ନୋଟିଫିକେସନ ପଢ଼ିପାରିବେ ।

https://www.indiancoastguard.gov.in/WriteReadData/Orders/202202110553372444611Recruitment-Delhi.pdf

Leave A Reply

Your email address will not be published.