ଅଗଷ୍ଟ ମାସରେ ବ୍ୟାଙ୍କ ଛୁଟି : ଏହି ଦିନ ଯାଆନ୍ତୁ ନାହିଁ ବ୍ୟାଙ୍କ, ୨୦୨୨ ଅଗଷ୍ଟରେ ୧୩ ଦିନ ରହିବ ଛୁଟି

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ୨୦୨୨ ଅଗଷ୍ଟ ମାସର ବ୍ୟାଙ୍କ କ୍ୟାଲେଣ୍ଡର ଜାରି କରିଛନ୍ତି । ଏହି କ୍ୟାଲେଣ୍ଡର ଅନୁଯାୟୀ ବ୍ୟାଙ୍କ୍‌ ଅଗଷ୍ଟ ମାସରେ ୧୩ ଦିନ ପାଇଁ ବନ୍ଦ ରହିବ । ସାର୍ବଜନିକ ଓ ପ୍ରାଇଭେଟ ସେକ୍ଟର ବ୍ୟାଙ୍କ ନିମ୍ନରେ ଦିଆଯାଇଥିବା ଏହି ସବୁ ଦିନ ବନ୍ଦ ରହିବ ।

ଅଗଷ୍ଟ ୨୦୨୨ରେ ବ୍ୟାଙ୍କର ଛୁଟି ତାଲିକା

୭ ଦିନ ଶନିବାର ଓ ରବିବାର ବନ୍ଦ ରହିବ ।

– ୮ ଓ ୯ ଅଗଷ୍ଟ : ମହରମ ।

– ୧୧ ଓ ୧୨ ଅଗଷ୍ଟ : ରକ୍ଷା ବନ୍ଧନ ।

– ୧୩ ଅଗଷ୍ଟ : ଦେଶ ଭକ୍ତ ଦିବସ ।

– ୧୫ ଅଗଷ୍ଟ : ସ୍ୱତନ୍ତ୍ରତା ଦିବସ  ।

– ୧୬ ଅଗଷ୍ଟ : ପାରସୀ ନବ ବର୍ଷ ।

– ୧୮ ଅଗଷ୍ଟ : ଜନ୍ମାଷ୍ଟମୀ ।

– ୧୯ ଅଗଷ୍ଟ : କୃଷ୍ଣ ଜୟନ୍ତୀ ।

– ୨୦ ଅଗଷ୍ଟ : ଶ୍ରୀକୃଷ୍ଣ ଅଷ୍ଟମୀ ।

– ୨୯ ଅଗଷ୍ଟ : ଶ୍ରୀମଦ୍‌ ଶଙ୍କରଦେବଙ୍କ ତିଥି ।

– ୩୧ ଅଗଷ୍ଟ : ଗଣେଶ ଚତୁର୍ଥୀ/ବିନାୟକ ଚତୁର୍ଥୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.