ଅକ୍ଟୋବର ମାସରେ ୨୧ ଦିନ ବନ୍ଦ ରହିବ ବ୍ଯାଙ୍କ, ଫଟାଫଟ୍ ସାରିଦିଅନ୍ତୁ ବ୍ଯାଙ୍କ କାମ ନଚେତ ହେବେ ହଇରାଣ

ଆପଣ ଯଦି ଅକ୍ଟୋବର ମାସରେ ବ୍ଯାଙ୍କ କାମ ରଖିଥାନ୍ତି, ତେବେ ଏହି ଖବର ନିଶ୍ଚିତ ପଢନ୍ତୁ। ଅକ୍ଟୋବର ମାସରେ ନବରାତ୍ରି, ଦଶହରା ସମେତ ଅନେକ ଉତ୍ସବ ପଡୁଥିବାରୁ ୨୧ ଦିନ ବନ୍ଦ ରହିବ ବ୍ଯାଙ୍କ। ଯଦି ଆପଣଙ୍କ କିଛି ଜରୁରୀ କାମ ଥାଏ, ତେବେ ପୂର୍ବରୁ ଯୋଜନା ପ୍ରସ୍ତୁତ କରି ସାରିଦିଅନ୍ତୁ।

ଆରବିଆଇ ପକ୍ଷରୁ ଅକ୍ଟୋବର ମାସ ପାଇଁ ଅଧିକାରକ ବ୍ଯାଙ୍କ ଛୁଟି ତାଲିକା ପ୍ରସ୍ତୁତ କରିଛି। ଏହି ଅବସରରେ ଭାରତର ବିଭିନ୍ନ ସହରରେ ଲଗାତାର ବନ୍ଦ ରହିବ ବ୍ଯାଙ୍କ। ଏହି ୨୧ ଦିନ ଛୁଟି ମଧ୍ୟରେ ସପ୍ତାହିକ ଛୁଟି ମଧ୍ୟ ରହିଛି।

ଅକ୍ଟୋବର ୨: ଗାନ୍ଧି ଜୟନ୍ତୀ

ଅକ୍ଟୋବର ୩: ରବିବାର

ଅକ୍ଟୋବର ୬: ମହାଳୟା ଅମାବାସ୍ଯା(ବେଙ୍ଗାଲୁରୁ, ଅଗରତାଲା, କଲିକତା)

ଅକ୍ଟୋବର ୭: ମୀରା ଚୋରେଲା ହୋୱବା (ଇମ୍ଫାଲ)

ଅକ୍ଟୋବର ୯: ଶନିବାର

ଅକ୍ଟୋବର ୧୦: ରବିବାର

ଅକ୍ଟୋବର ୧୨: ମହାସପ୍ତମୀ

ଅକ୍ଟୋବର ୧୩: ମହାଷ୍ଟମୀ

ଅକ୍ଟୋବର ୧୪: ମହାନବମୀ

ଅକ୍ଟୋବର ୧୫: ଦଶହରା(ଦୁର୍ଗାପୂଜା)

ଅକ୍ଟୋବର ୧୬: ଦୁର୍ଗାପୂଜା ଭସାଣୀ

ଅକ୍ଟୋବର ୧୭: ରବିବାର

ଅକ୍ଟୋବର ୧୮: କଟୀ ବିହୁ

ଅକ୍ଟୋବର ୧୯: ଇଦ-ଏ-ମିଲାଦ

ଅକ୍ଟୋବର ୨୦: ଲକ୍ଷ୍ମୀ ପୂଜା

ଅକ୍ଟୋବର ୨୩: ଶନିବାର

ଅକ୍ଟୋବର ୨୪ : ରବିବାର

ଅକ୍ଟୋବର ୨୬: ବିଲୟ ଦିବସ( ଜମ୍ମୁ କାଶ୍ମୀର)

୩୧ ଅକ୍ଟୋବର: ରବିବାର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.