ଆଜି ହିଁ ସାରିଦିଅନ୍ତୁ ଜରୁରୀ କାମ, କାଲିଠାରୁ ୫ ଦିନ ବନ୍ଦ ରହିବ ବ୍ୟାଙ୍କ

ଯଦି ଆପଣଙ୍କର ବ୍ୟାଙ୍କରେ ଜରୁରୀ କାମ ଅଛି, ତେବେ ଆଜି ତୁରନ୍ତ ସାରିଦିଅନ୍ତୁ। ଜଲଦି ଯାଇ ଆଜି ବ୍ୟାଙ୍କ କାମ ତୁଟାଇ ଦିଅନ୍ତୁ। ଯଦି ଆପଣ ଆଜି ନ ଯାଆନ୍ତି, ତେବେ ଆସନ୍ତା ୬ ଦିନ ପର୍ଯ୍ୟନ୍ତ ଯାଇପାରିବେ ନାହିଁ। ଆସନ୍ତା ୬ ଦିନ ବନ୍ଦ ରହିବ ବ୍ୟାଙ୍କ । ଧନତେରସ, ଦୀପାବଳି, ଭାଇଦୁଜ ଯୋଗୁଁ ଅନେକ ସହଜରେ ବ୍ୟାଙ୍କ ବନ୍ଦ ରହିବ।

ଦେଶର ବିଭିନ୍ନ ରାଜ୍ୟରେ ୬ ଦିନ ଯାଏଁ ବ୍ୟାଙ୍କ ବନ୍ଦ ରହିବ। ଛୁଟି ପାଇଁ ଆରବିଆଇ ତାଲିକା ପ୍ରସ୍ତୁତ କରିଛି। ତେବେ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଦିନ ବନ୍ଦ ରହିବ ବ୍ୟାଙ୍କ। ବ୍ୟାଙ୍କ ବନ୍ଦ ରହିବ କିନ୍ତୁ ଅଧିକାଂଶ ସେବା ଅନଲାଇନରେ ଉପଲବ୍ଧ ହେବ। ମୋବାଇଲ ବ୍ୟାଙ୍କିଂ ତଥା ନେଟ ବ୍ୟାଙ୍କିଂ ଚାଲୁ ରହିବ। ଆପଣ ପଇସା ଦେଣନେଣ ଅନଲାଇନ ବ୍ୟାଙ୍କିଂ ଜରିଆରେ କରିପାରିବେ। ଯଦି ଆପଣଙ୍କର କୌଣସି ଅଫଲାଇନ କାମ ରହିଛି, ତେବେ ଜଲଦି ଯାଇ କରିଆସନ୍ତୁ।

ଛୁଟି ତାଲିକା :

୨୨ ଅକ୍ଟୋବର : ଧନତେରାସ, ଚତୁର୍ଥ ଶନିବାର

୨୩ ଅକ୍ଟୋବର : ରବିବାର

୨୪ ଅକ୍ଟୋବର : ଦୀପାବଳି

୨୫ ଅକ୍ଟୋବର : ଗୋବର୍ଦ୍ଧନ ପୂଜା

୨୬ ଅକ୍ଟୋବର : ଭାଇଦୁଜ

୨୭ ଅକ୍ଟୋବର : ଭାଇଦୁଗ/ ଚିତ୍ରଗୁପ୍ତ ଜୟନ୍ତୀ

Also Read : SBI ରେ ୧୪୨୨ ପଦବୀ ଖାଲି, ଗ୍ରାଜୁଏସନ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.