ଭାଭା ଆଟମିକ୍‌ ରିସର୍ଚ୍ଚ ସେଣ୍ଟର(BARC)ରେ ଖାଲି ପଡ଼ିଛି ୧୫୬ଟି ପଦ, ୩୧ ଜାନୁଆରୀ ମଧ୍ୟରେ କରନ୍ତୁ ଆବେଦନ

ଭାଭା ଆଟମିକ୍‌ ରିସର୍ଚ୍ଚ ସେଣ୍ଟର(BARC)ରେ ନିଯୁକ୍ତି ସୁଯୋଗ। ବାର୍କରେ ଖାଲି ପଡ଼ିଛି ୧୫୬ଟି ଷ୍ଟାଇପେଣ୍ଡ ଟ୍ରେନି ପଦ। ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ ଆବେଦନ କରିବାକୁ ବାର୍କ ତରଫରୁ ବିଜ୍ଞପ୍ତି ଜାରି କରି କୁହାଯାଇଛି। ଷ୍ଟାଇପେଣ୍ଡ ପଦ ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବ୍‌ସାଇଟ୍‌ BARC.gov.in କୁ ଯାଇ ଆପ୍ଲାଏ କରିପାରିବେ। ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ରହିଛି ୩୧ ଜାନୁଆରୀ ୨୦୨୦।

ଦେଖନ୍ତୁ ନିଯୁକ୍ତିର ସମ୍ପୂର୍ଣ୍ଣ ବିବରଣୀ:

ଷ୍ଟାଇପେଣ୍ଡ ଟ୍ରେନି ପଦ ୧ – ୫୦ ପଦ

ଷ୍ଟାଇପେଣ୍ଡ ଟ୍ରେନି ପଦ ୨ – ୧୦୬ ପଦ

ଅନ୍‌ଲାଇନ୍‌ ଆବେଦନ ଆରମ୍ଭ – ୧୫ ଡିସେମ୍ବର ୨୦୨୦

ଆବେଦନ ଶେଷ ତାରିଖ – ୩୧ ଜାନୁଆରୀ ୨୦୨୦

ବୟସ ସୀମା – ଷ୍ଟାଇପେଣ୍ଡ ଟ୍ରେନି ପଦ ୧ ପାଇଁ ୧୮ରୁ ୨୪ ବର୍ଷ

ଷ୍ଟାଇପେଣ୍ଡ ଟ୍ରେନି ପଦ ୨ ପାଇଁ ୧୮ରୁ ୨୨ ବର୍ଷ

ଚୟନ ପ୍ରକ୍ରିୟା : ଲିଖିତ ପରୀକ୍ଷା ଓ ସ୍କିଲ୍‌ ଟେଷ୍ଟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.