+୨ ପାସ୍‌ କରିଥିବା ଛାତ୍ର-ଛାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ସରକାରୀ ଚାକିରିରେ ନିଯୁକ୍ତି ପାଇଁ ଜଲଦି କରନ୍ତୁ ଆବେଦନ

ବିହାର ପୋଲିସ ଅଧୀନରେ ସେବା ଆୟୋଗରେ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁ ଇଛୁକ ଏବଂ ଯୋଗ୍ୟ ଆବେଦନକାରୀମାନେ ଏହି ପଦବୀରେ ଆବେଦନ କରିବା ପାଇଁ ଚାହୁଁଛନ୍ତି, ସେମାନେ ଅଧିକାରୀକ େଓ୍ଵବସାଇଟ ଜରିଆରେ ଆବେଦନ କରିପାରିବେ। ସୂଚନା ମୁତାବକ ଏହି ନିଯୁକ୍ତି ଷ୍ଟେନୋ ସହାୟକ ଉପ ନିରୀକ୍ଷକ ପଦବୀ(Steno Assistant Sub Inspector)ରେ ହେବ।

ପଦବୀ ନାମ ଏବଂ ପଦ ସଂଖ୍ୟା

ଷ୍ଟେନୋ ସହାୟକ ଉପ ନିରୀକ୍ଷକ-୧୩୩ ପଦ

online-applyମହତ୍ତ୍ୱପୂର୍ଣ୍ଣ ତାରିଖ

ଆବେଦନ ପତ୍ର ଜମା କରିବାର ପ୍ରାରମ୍ଭିକ ତାରିଖ- ୦୪ ମାର୍ଚ୍ଚ ୨୦୨୦
ଆବେଦନ ପତ୍ର ଜମା କରିବାର ଶେଷ ତାରିଖ- ୩୦ ମାର୍ଚ୍ଚ ୨୦୨୦

ଶିକ୍ଷାଗତ ଯୋଗ୍ୟତା

ଆବେଦନକାରୀଙ୍କ ନ୍ୟୁନତମ ଶିକ୍ଷାଗତ ଯୋଗ୍ୟତା ୦୧.୦୧.୨୦୨୦ ଅର୍ଥାତ ଏହା ପୂର୍ବରୁ ୧୦ମ, ଦ୍ୱାଦଶ କିମ୍ବା ସମକକ୍ଷ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ଆବଶ୍ୟକ।

ଆୟୁସୀମା

ଆବେଦନକାରୀଙ୍କ ନ୍ୟୁନତମ ବୟସ ସୀମା ୧୮ ବର୍ଷ ଏବଂ ଅଧିକତମ ବୟସ ସୀମା ୨୫ ବର୍ଷ ନିର୍ଦ୍ଦାରିତ କରାଯାଇଛି।

jobs_ଆବେଦନ ପ୍ରକ୍ରିୟା

ଏହି ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇଛି। ଅନଲାଇନ ଆବେଦନ ପାଇଁ ଜାରି କରାଯାଇଥିବା ସୂଚନା ଉପରେ ନିାଚିନ୍ତ ଧ୍ୟାନ ଦିଅନ୍ତୁ। ଏହାବ୍ୟତୀତ ଜାରି କରାଯାଇଥିବା ସମୟସୀମା ପୂର୍ବରୁ ଆବେଦନ ପ୍ରକ୍ରିୟା ଶେଷ କରନ୍ତୁ।

ଚୟନ ପ୍ରକ୍ରିୟା:

ଆବେଦନକାରୀଙ୍କୁ ଲିଖିତ ପରୀକ୍ଷା, ହିନ୍ଦୀ ଏବଂ ଇଂରାଜୀ ଟାଇପିଂ ଟେଷ୍ଟ ଏବଂ MS-Office (Word, Excel, Power Point) ତଥା Internet ବ୍ୟବହାର ଜ୍ଞାନ ଆଧାରରେ କରାଯିବ।

Leave A Reply

Your email address will not be published.